ଦେଶ ବିଦେଶ

ଭଲ ଖବର : କରୋନା ଭ୍ୟାକସିନର ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ସଫଳ, ରୋଗୀଙ୍କ ଠାରେ ବଢୁଛି ରୋଗ ପ୍ରତିରୋଧକ ଶକ୍ତି

ମୋଡର୍ନା କମ୍ପାନୀ କୋଭିଡ-୧୯ ପ୍ରତିଷେଧକ ଟ୍ରାଏଲ କରିବାର ପ୍ରଥମ ପର୍ଯ୍ୟାୟରେ ସଫଳ ହୋଇଛି। ଏହାର ପରିଣାମରେ ରୋଗୀଙ୍କ ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ବଢିବାରେ ଲାଗିଛି। ଆମେରିକାର ଗବେଷକଙ୍କ ମତନରେ, ପ୍ରଥମ ପର୍ଯ୍ୟାୟରେ ୪୫ ଜଣ ସୁସ୍ଥ ସ୍ୱଂୟସେବକଙ୍କ ଉପରେ ଟ୍ରାଏ କରାଯାଇଥିଲା। ଟ୍ରାଏଲରେ ଯେଉଁ ଲୋକ ଭ୍ୟାକସିନର ଦୁଇଟି ଡୋଜ ଖାଇଥିଲେ, ସେମାନଙ୍କ ଶରୀରରେ ଭାଇରସ ମାରିବାର ଆଣ୍ଟିବଡି ଉଚ୍ଚମାତ୍ରାରେ ଦେଖିବାକୁ ମିଳିଥିଲା।

ଯେଉଁମାନଙ୍କ ଶରୀରରେ ଏହାର ଟେଷ୍ଟ କରାଯାଇଥିଲା, ସେମାନଙ୍କ ଶରୀରରେ କୌଣସି ପ୍ରକାର ପାଶ୍ୱ ପ୍ରତିକ୍ରିୟା ଦେଖିବାକୁ ମିଳିନଥିଲା। କିନ୍ତୁ ଏମାନଙ୍କ ଶରୀରରେ ଥକ୍କାପଣ, ଥଣ୍ଡା ଲାଗିବା, ମାଂସପେଶୀ ଦରଜ ହେବା ଇଂଞ୍ଜେକସନ ଜାଗାରେ ଯନ୍ତ୍ରଣା ହେବା ଭଳି ଲକ୍ଷଣ ଦେଖିବାକୁ ମିଳିଥିଲା। ଯେଉଁମାନେ ଦୁଇରୁ ଅଧିକ ଡୋଜ ନେଇଥିଲେ ସେମାନଙ୍କ ଠାରେ ଏହି ଲକ୍ଷଣ ବେଶୀ ଦେଖିବାକୁ ମିଳିଥିଲା।

ମୋଡର୍ନା ଏପରି ଏକ କମ୍ପାନୀ, ଯିଏକି କରୋନା ଭ୍ୟାକସିନକୁ ମାନବ ପରୀକ୍ଷଣ ୧୬ ମାର୍ଚ୍ଚରୁ ଆରମ୍ଭ କରିଛି। ଭାଇରସର ଜେନେଟିକ ସିକ୍ୱେନ୍ସ ଜାରି ହେବା ପରେ ୬୬ ଦିନ ପରେ ମୋଡର୍ନା କରୋନା ଭ୍ୟାକସିନ ପ୍ରସ୍ତୁତ କରିଥିଲା ଏବଂ ପରୀକ୍ଷଣ ଆରମ୍ଭ କରିଥିଲା। ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଆଲର୍ଜି ଆଣ୍ଡ ଇମ୍ଫୋକସିୟସ ଡିସିଜର ନିର୍ଦ୍ଦେଶକ ଡ. ଏଣ୍ଟୋନୀ ଫୋସୀ ଏହି ଖବରକୁ ଶୁଭ ବୋଲି କହିଛନ୍ତି।

 

Swagatika

Recent Posts

ଦିନକୁ ଦିନ ଭୟଙ୍କର ହେଉଛି ସମୁଦ୍ରର ରୂପ, ଛାନିଆ ସମୁଦ୍ରକୂଳିଆ ବାସିନ୍ଦା

ଗଞ୍ଜାମ(କେନ୍ୟୁଜ): ସମୁଦ୍ରର କରାଳ ରୂପ ଦିନକୁ ଦିନ ଆହୁରି ଭୟଙ୍କର ହେବାରେ ଲାଗିଛି । ଗତ ସପ୍ତାହରେ ଗଞ୍ଜାମ ଜିଲ୍ଲାର…

2 mins ago

ଆମେଠିରେ ବଡ଼ ଦୁର୍ଘଟଣା: ବୋଲେରୋ ଓ ବାଇକ୍‌ ଧକ୍କାରେ ୫ ମୃତ, ୬ ଆହତ

ଉତ୍ତର ପ୍ରଦେଶର ଆମେଠି ଜିଲ୍ଲାରେ ରବିବାର ସକାଳେ ବଡ଼ ସଡ଼କ ଦୁର୍ଘଟଣା ଘଟିଛି । ଏଠାରେ ବାଣ୍ଟା-ଟାଣ୍ଡା ରାଜପଥର ମୁନ୍‌ସିଗଞ୍ଜର…

5 mins ago

କାଲି ଶୀତଳ ଷଷ୍ଠୀ ଯାତ୍ରା, ଦେବ ଦମ୍ପତିଙ୍କ ବାହାଘର ପାଇଁ ଚଳଚଞ୍ଚଳ ସୁବର୍ଣ୍ଣପୁର ସହର

ସୁବର୍ଣ୍ଣପୁର (କେନ୍ୟୁଜ): କାଲି ଶୀତଳ ଷଷ୍ଠୀ ଯାତ୍ରା । ଦେବ ଦମ୍ପତିଙ୍କ ବାହାଘର । ପବିତ୍ର ଶୀତଳ ଷଷ୍ଠୀ ଯାତ୍ରା…

8 mins ago

ଯାଆଁଳା ଭାଇ ଶୁଭମ୍ ଓ ସତ୍ୟମ୍: ସମାନ ନମ୍ବର ରଖି ହୋଇଛନ୍ତି ଟପ୍ପର

ପୁରୀ(କେନ୍ୟୁଜ): ମନରେ ଦୃଢ଼ ଇଚ୍ଛା ଶକ୍ତି ଥିଲେ ଯେତେ ପ୍ରତିବନ୍ଧକ ଆସିଲେ ବି ସବୁ ଅସମ୍ଭବ କାର୍ଯ୍ୟ ସମ୍ଭବ ହୁଏ…

14 mins ago

ମୋଦିଙ୍କ ଶପଥ ଗ୍ରହଣ ଉତ୍ସବ : ରାଜଘାଟରେ ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୋଦି, ନୋ ଫ୍ଲାଇଂ ଜୋନରେ ଦିଲ୍ଲୀ

ନରେନ୍ଦ୍ର ମୋଦି ଆଜି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ଆଜି ସନ୍ଧ୍ୟା ୭.୧୫…

19 mins ago

କଲରାପତରିଆ ବାଘ ଆତଙ୍କ : ୧୧ ଘଣ୍ଟାର ଉଦ୍ୟମ ପରେ କାବୁ କଲା ବନବିଭାଗ

ବାଲେଶ୍ବର (କେନ୍ୟୁଜ): ଦୀର୍ଘ ୧୧ ଘଣ୍ଟାର ଉଦ୍ୟମ ପରେ ବାଘକୁ କାବୁ କଲା ବନବିଭାଗ ।  କାଲି ଦିନ ସାରା…

28 mins ago