ନଜର ପକାନ୍ତୁ ଦେଶ ବିଦେଶର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

– ବିଶ୍ୱର ୨୧୦ ଦେଶରେ ଏଯାଏ କରୋନାରେ ୨୧ଲକ୍ଷ ୮୦ ହଜାର ଆକ୍ରାନ୍ତ, ମୃତ୍ୟୁ ସଂଖ୍ୟା ୧ଲକ୍ଷ ୪୫ ହଜାର ୪୧୭

-୨୪ ଘଣ୍ଟାରେ ଆମେରିକାରେ ୨ହଜାର ୧୭୪ ଜଣଙ୍କ ମୃତ୍ୟୁ

-ଆମେରିକାରେ ମୃତ୍ୟୁସଂଖ୍ୟା ୩୪ ହଜାର ୮୫୦ରେ ପହଞ୍ଚିଛି

-ଭାଇରସ୍‌ ବ୍ୟାପିବା ନେଇ ଚୀନ୍‌ ସଠିକ୍‌ ତଥ୍ୟ ରଖୁ ବୋଲି କହିଲା ଆମେରିକା

ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୪୩୭ରେ ପହଁଚିଲା, ଆକ୍ରାନ୍ତଙ୍କ ସଂଖ୍ୟା ୧୩,୩୮୭ 

– ମହାରାଷ୍ଟ୍ରରେ ସର୍ବାଧିକ ୩୨୦୫ କରୋନା ଆକ୍ରାନ୍ତ ହୋଇଥିବାବେଳେ ୧୯୪ ମୃତ

କରୋନାର ନୂଆ ଟ୍ରିଟମେଣ୍ଟ୍‌, ଦିଲ୍ଲୀ ମାକ୍ସ ହସ୍ପିଟାଲରେ ଆରମ୍ଭ ହେଲା ପ୍ଲାଜ୍‌ମା ଚିକିତ୍ସା

-କରୋନା ସ୍ଥିତି ପରେ ଅର୍ଥନୀତି ସୁଧାରିବାକୁ RBIର ଉଦ୍ୟମ: ୫୦ ହଜାର କୋଟି କରିବ ନିବେଶ

-ରୋହତକ ଜିଲ୍ଲା ଗାଁ ରିଠାଲରେ ଚା କରିବା ସମୟରେ ଫାଟିଲା ଗ୍ୟାସ ସିଲିଣ୍ଡର, ମା ଏବଂ ୨ ପିଲା ମୃତ 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.