ଆଜି ପ୍ରକାଶ ପାଇବ NEET ରେଜଲ୍ଟ

ନୂଆଦିଲ୍ଲୀ:ଆଜି ପ୍ରକାଶ ପାଇବ NEET ରେଜଲ୍ଟ । ntaneet.nic.in ରେ ରେଜଲ୍ଟ ଉପଲବ୍ଧ ହେବ । ଚଳିତବର୍ଷ କୋଭିଡ କଟକଣା ଭିତରେ ଦେଶରେ ୧୫ ଲକ୍ଷ ୯୭ ହଜାର ୪୩୩ ଜଣ ଛାତ୍ରଛାତ୍ରୀ ନିଟ୍‌ ପରୀକ୍ଷା ଦେଇଛନ୍ତି ।

ସେଥିରେ ଓଡିଶାରୁ ୩୭ ହଜାରରୁ ଅଧିକ ଛାତ୍ରଛାତ୍ରୀ ଅଛନ୍ତି । ରାଜ୍ୟରେ ୮୩ଟି କେନ୍ଦ୍ରରେ ଏହି ପରୀକ୍ଷା ହୋଇଥିବାବେଳେ ଭୁବନେଶ୍ୱରରେ କେବଳ ୩୧ ଟି ପରୀକ୍ଷା କେନ୍ଦ୍ର ହୋଇଥିଲା ଓ ସେଥିରେ ୧୫ ହଜାରରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.