ପିଏମ ମୋଦିଙ୍କର ନୂଆ ରେଞ୍ଜ ରୋଭର, ଗାଡିର ଖାସିୟତ ଜାଣିଲେ ଉଡିଯିବ ଆପଣଙ୍କ ହୋସ୍

ଲୋକସଭା ନିର୍ବାଚନରେ ପ୍ରଚଣ୍ଡ ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ବିତୀୟ ଥର ପ୍ରଧାନମନ୍ତ୍ରୀ ପଦ ପାଇଁ ଶପଥ ନେଇଛନ୍ତି। ପିଏମ ପରେନ୍ଦ୍ର ମୋଦିଙ୍କର ଲୋକପ୍ରିୟତା ପୂରା ଦୁନିଆରେ ରହିଛି। ପିଏମ୍ ମୋଦି ସବୁବେଳେ ଟ୍ରେଣ୍ଡରେ ରହିଥାନ୍ତି। କିନ୍ତୁ ଏହି ଦିନରେ ଏମାନଙ୍କର ଲଗଜୁରୀ ଏବଂ ପାୱାରଫୁଲ କାର ରେଞ୍ଜ ରୋଭର ସେଣ୍ଟିନାଲ ବହୁତ ଚର୍ଚ୍ଚାରେ ରହିଛି। ଆସନ୍ତୁ ଜାଣିବା ଏହି କାରର ବିଶେଷତ୍ବ।

ଦେଶର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜିକାଲି ସବୁଠାରୁ ଅଧିକ ରେଞ୍ଜ ରୋଭର ସେଣ୍ଟିନେଲରେ ଯାତ୍ରା କରୁଥିବାର ନଜର ଆସୁଛନ୍ତି। ଏହା ଏକ ବହୁତ ଖାସ କାର ଅଟେ। ଯେଉଁଥିରେ ନିରାପତ୍ତାର ପୂରା ଧ୍ୟାନ ରଖାଯାଇଛି। ଏହା ଏକ ସଲିଡ ଏବଂ ବହୁତ ଦମଦାର ଯାନ ଅଟେ। ଏହାର ଇଞ୍ଜିନର କଥା କହିବାକୁ ଗଲେ ଏଥିରେ ୫.୦ ଲିଟରର ସୁପର ଚାର୍ଜ ଭି୮ ପେଟ୍ରୋଲ ଇଞ୍ଜିନ ଦିଆଯାଇଛି ଯାହା ୩୭୫ bhp ପାୱାର ଜେନେରେଟ କରିଥାଏ। ଏହାର ସ୍ପିଡ୍ ୨୧୮ କିମି ପ୍ରତି ଘଣ୍ଟା ରହିଛି। ରେଞ୍ଜ ରୋଭର ସେଣ୍ଟିନେଲରେ VR8 ବ୍ୟାଲିଷ୍ଟିକ ସୁରକ୍ଷା ଦିଆଯାଇଛି ଯାହା ତାତ୍କାଳିକ ବିସ୍ଫୋଟକ ଉପକରଣ (IED) ସହିତ ବାହନକୁ ବହୁତ ପ୍ରକାରର ଆକ୍ରମଣ ବିପକ୍ଷରୁ ସୁରକ୍ଷିତ ରଖିପାରିବ। ମିଡିଆ ରିପୋଟ୍ସ ଅନୁଯାୟୀ ଏହାର ଦାମ ପ୍ରାୟ ୪ କୋଟି ଟଙ୍କା ଅଟେ। ଏଥିରେ କେବଳ ୫ ଲୋକଙ୍କୁ ହିଁ ବସିବା ପାଇଁ ଜାଗା ଦିଆଯାଇଛି। ଏଥିରେ ବ୍ଲାଇଣ୍ଡ ସ୍ପଟ ମନିଟାରିଂ, କ୍ଲୋଜିଂ ହ୍ବିଲ ସେନସେସିଂ ଏବଂ ଟି-ଜଙ୍କସନ ବିଶିଷ୍ଟ ସରାଉଣ୍ଡ କ୍ୟାମେରା ସିକ୍ୟୁରିଟୀ ରହିଛି।

ପିଏମ ନରେନ୍ଦ୍ର ମୋଦିଙ୍କର ଏହି କାରକୁ ଆମ୍ବୁଲାନ୍ସ ଭଳି ମୋଡିଫାଇ କରାଯାଇଛି। କେବଳ ଏତିକି ନୁହେଁ ଆପତକାଳରେ ମଧ୍ୟ ଏହି କାର ବହୁତ ଉପଯୋଗୀ ହୋଇଥାଏ। କାରର ତଳେ ଏବଂ ଉପରେ ୧୫ କିଲୋଗ୍ରାମ TNT ବ୍ଲାଷ୍ଟ ଏବଂ DM51 ଗ୍ରେନେଡ୍ ଏକ୍ସପ୍ଲୋଜନର ମଧ୍ୟ ପ୍ରଭାବ ପଡିନଥାଏ। ଏହାକୁ ସୁପର ହାଇ ଷ୍ଟ୍ରେନଥ୍ ଷ୍ଟୀଲରେ ନିର୍ମାଣ କରାଯାଇଛି। ଯାହା ଆକ୍ରମଣ ବିପକ୍ଷରେ ୱାର୍ଲ୍ଡ କ୍ଲାସ ପ୍ରୋଟେକସନ ଦେଇଥାଏ। ଗାଡି ଭିତରେ ସବୁ ପ୍ରକାରର ଚିକିତ୍ସାର ଉପକରଣ ମଧ୍ୟ ଉପଲବ୍ଧ ରହିଛି। ଏହି କାର ବ୍ଲାଷ୍ଟିକ ଆକ୍ରମଣରେ ସମ୍ପୂର୍ଣ୍ଣ ଭାବରେ VR8 ଷ୍ଟାଡାର୍ଡ ଲେବଲ ସାର୍ଟିଫାଇଡ ଅଟେ। ଦେଶର ଅନେକ ଫିଲ୍ମ ତାରକା ଏବଂ ବିଜନେସ ମ୍ୟାନ ମାନେ ନିଜର ସୁରକ୍ଷାକୁ ଦେଖି ଏହି ଗାଡିର ବ୍ୟବହାର କରିଥାନ୍ତି।

Pritiparna

Recent Posts

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

13 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

58 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

1 hour ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

9 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

10 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago