ନାଇଜେରିଆରେ ବୋମା ବିସ୍ଫୋରଣ: ୨୭ ମୃତ, ବଢିପାରେ ମୃତକଙ୍କ ସଂଖ୍ୟା
ନାଇଜେରିଆରେ ବୋମା ବିସ୍ଫୋରଣରେ ୨୭ ମୃତ । ବୋମା ବିସ୍ଫୋରଣରେ ଅନେକ ଲୋକ ଆହତ ହୋଇଛନ୍ତି । ଘଟଣାଟି ମଧ୍ୟ ନାଇଜେରିଆରରେ ହୋଇଛି। ପୋଲିସ ବୋମା ବିସ୍ଫୋରଣରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିଚୟ ଏଯାଏଁ ପାଇନାହିଁ ।
ପୋଲିସ ସୂଚନା ମୁତାବକ, ନାଇଜେରିଆ ବୋମା ବିସ୍ଫୋରଣରେ ୨୭ ଜଣ ମୃତ୍ୟୁବରଣ କରିଛନ୍ତି । ଅନେକ ଲୋକ ଆହତ ହୋଇଥିବା ଖବର ମିଳିଛି। ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି ।
Twenty-seven herders were killed while several others were injured in a bomb explosion in central Nigeria, a region known for ethnic and religious tensions, AFP reported
— ANI (@ANI) January 25, 2023
ବୋମା ବିସ୍ଫୋରଣରେ ଆହତ ହୋଇଥିବା ସମସ୍ତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ମଧ୍ୟ ନାଇଜେରିଆରେ ଏହି ବିସ୍ଫୋରଣ ହୋଇଛି ।