ନିର୍ଭୟା ମାମଲାରେ ଦୋଷୀ ୪ ଅଭିଯୁକ୍ତଙ୍କୁ ଖୁବ୍ ଶୀଘ୍ର ଫାଶୀ, ୧୭ ତାରିଖ ଦିନ ୨ଟାରେ ମୁକ୍ତ ଅଦାଲତରେ ଆବେଦନର ଶୁଣାଣି

ନୂଆଦିଲ୍ଲୀ: ନିର୍ଭୟା ମାମଲାରେ ଦୋଷୀ ୪ ଅଭିଯୁକ୍ତଙ୍କୁ ଖୁବ୍ ଶୀଘ୍ର ଫାଶୀ ଦିଆଯାଇପାରେ । ଅଭିଯୁକ୍ତ ଅକ୍ଷୟ କୁମାର ସିଂହଙ୍କ ଦ୍ୱାରା କରାଯାଇଥିବା ପୁର୍ନବିଚାର ଆବେଦନ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ । ପ୍ରଧାନ ବିଚାରପତି ଜଷ୍ଟିସ୍ ବୋବ୍‌ଡେ, ଆର. ଭାନୁମତୀ ଓ ଅଶୋକ ଭୂଷଣଙ୍କ ଖଣ୍ଡପୀଠ ଶୁଣାଣି କରିବେ । ଆସନ୍ତା ୧୭ ତାରିଖ ଦିନ ୨ଟାରେ ମୁକ୍ତ ଅଦାଲତରେ ଆବେଦନର ଶୁଣାଣି ହେବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.