କରୋନାର ନୂଆ ଭେରିୟାଣ୍ଟ ଓମିକ୍ରନକୁ ନେଇ ବଢ଼ିଲା ଚିନ୍ତା, ମହାରାଷ୍ଟ୍ରରେ ଜଣେ ପଜିଟିଭ ଚିହ୍ନଟ

ମହାରାଷ୍ଟ୍ର(କେ ନ୍ୟୁଜ): କରୋନାର ନୂଆ ଭେରିୟାଣ୍ଟ ଓମିକ୍ରନକୁ ନେଇ ବଢ଼ିଲା ଚିନ୍ତା । ମହାରାଷ୍ଟ୍ରକୁ ଛୁଇଁଲା ଓମିକ୍ରନ । ମହାରାଷ୍ଟ୍ରର ଜଣେ ୩୩ ବର୍ଷୀୟ ଯୁବକ ଓମିକ୍ରନରେ ଆକ୍ରାନ୍ତ ବୋଲି ଜଣାପଡିଛନ୍ତି । ସେ ମୁମ୍ବାଇ କଲ୍ୟାଣ ନଗରର ବାସିନ୍ଦା ବୋଲି ଜଣାଯାଇଛି । ଯୁବକ ଜଣକ ଦକ୍ଷିଣ ଆଫ୍ରିକା ଫେରନ୍ତା ବୋଲି ରାଜ୍ୟ ସରକାର କହିଛନ୍ତି । ସୂଚନା ଦେଉଛୁକି ଦୁଇ ଦିନ ତଳେ କର୍ଣ୍ଣାଟକରୁ ଦୁଇ ଜଣ ଚିହ୍ନଟ ହୋଇଥିବା ବେଳେ ଆଜି ସକାଳ ସମୟରେ ଗୁଜୁରାଟରୁ ଜଣେ ବ୍ୟକ୍ତି ଚିହ୍ନଟ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.