ଆମକୁ କଶ୍ମୀର ନୁହେଁ ‘କୋହଲି’ ଦରକାର : ପାକିସ୍ତାନର ବିରାଟ ଦାବି

ଭାରତଠୁ ପାକିସ୍ତାନ ହାରିବା ପରେ ସୋସିଆଲ୍ ମଡିଆରେ ବିଭିନ୍ନ ପ୍ରକାର ଭିଡିଓ ଏବଂ ଫଟୋ ଭାଇରାଲ୍ ହେବାରେ ଲାଗିଛି । ଏବେ ପୁଣି ଏକ ଫଟୋ ସାମ୍ନାକୁ ଆସିଛି । ଏହି ଫଟୋରେ ଦେଖିବାକୁ ମିଳିଛି କିଛି ଲୋକ ଏକ ପାକିସ୍ତାନୀ ପତାକା ଏବଂ ବ୍ୟାନର୍ ଧରି ଛିଡା ହୋଇଛନ୍ତି । ଯେଉଁଥିରେ ଲେଖା ହୋଇଛି ଆମକୁ କଶ୍ମୀର ନୁହେଁ ବିରାଟ କୋହାଲି ଦରକାର ।

ଏହା ସହ ପଢନ୍ତୁ ଛକା ମାରି ଖୋଲିଦେଲେ ବଲର ସୂତା, ଭାଙ୍ଗିଦେଲେ ଷ୍ଟାଡିୟମ୍ ଛାତ

ତେବେ ଏହି ଫଟୋର ସତ୍ୟାସତ୍ୟ ଏଯାଏଁ ଜଣାପଡିନାହିଁ । ବ୍ୟାନର୍ ଧରିଥିବା ଲୋକମାନେ ପ୍ରକୃତରେ ପାକିସ୍ତାନୀ କି ନୁହେଁ ଜଣା ପଡିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.