ମିଳିଲା ପାକିସ୍ତାନର ଫାଇଟର ବିମାନ F-16 ର ଖଣ୍ଡ

କେନ୍ୟୁଜ୍ : ମିଳିଲା ପାକିସ୍ତାନର ଫାଇଟର ବିମାନ F-16 ର ଖଣ୍ଡ । ଗତକାଲି ଭାରତ ଏହି ବିମାନକୁ ମାରି ଖସାଇ ଦେଇଥିଲା । ଭାରିତର ମିଗ୍‌-୨୧, ପାକିସ୍ତାନର ଏହି ଯୁଦ୍ଧ ବିମାନକୁ ଖାଇଥିଲା। ପିଓକେ ଅଞ୍ଚଳରେ ଏହି F-16 ବିମାନକୁ ଖସାଇଥିଲା ଭାରତ । ଆଜି ଏହାର ଫଟୋ ସାମ୍ନାକୁ ଆସିଛି । ଗତକାଲି ପାକିସ୍ତାନ ସେନା ପକ୍ଷରୁ କୁହାଯାଇଥିଲା କି, ଭାରତ କୌଣସି ବିମାନକୁ ମାରି ଖସାଇନାହିଁ । F-16 ବିମାନକୁ ବ୍ୟବହାର କରାଯାଇନାହିଁ । ଏଥିରୁ ପାକିସ୍ତାନର ଆଉ ଏକ ମିଛ ଧରାପଡ଼ିଛି ।