ଦିଲ୍ଲୀ ବିମାନବନ୍ଦର ନିକଟ ଓଭରବ୍ରିଜ ତଳେ ଫସିଲା ଏୟାର ଇଣ୍ଡିଆ ବିମାନ, ସୋସିଆଲ ମିଡିଆରେ ଭାଇରାଲ ଭିଡ଼ିଓ

ଦିଲ୍ଲୀ: ହାଇେଓ୍ଵ ବ୍ରିଜ ତଳେ ବିମାନ । ଦିଲ୍ଲୀ ବିମାନବନ୍ଦର ନିକଟ ଓଭରବ୍ରିଜ ତଳେ ଫସିଲା ଏୟାର ଇଣ୍ଡିଆ ବିମାନ। ଏହାର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡ଼ିଓରେ ଦେଖିବାକୁ ମିଳିଛି ଓଭରବ୍ରିଜ ତଳେ ଫସି ରହିଛି ବିମାନ।

ଦେଖନ୍ତୁ ଭିଡିଓ:

ବିମାନ କେମିତି ଫସିଗଲା ବୋଲି ଚର୍ଚ୍ଚା ହେଉଛି। ତେବେ ଏୟାର ଲାଇନ୍‌ ସ୍ପଷ୍ଟ କରିଛି କୌଣସି ଦୁର୍ଘଟଣା ହୋଇନାହିଁ। ବରଂ ଖରାପ ହୋଇସାରିଥିବା ଏହି ବିମାନ ବିକ୍ରି ହୋଇଥିଲା।

Leave A Reply

Your email address will not be published.