ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଜନଔଷଧୀ ପରିଯୋଜନାର ହିତାଧିକାରୀଙ୍କ ସହ ମୋଦିଙ୍କ ଆଲୋଚନା ବେଳେ ଭାବପ୍ରବଣ ହୋଇଗଲେ ମୋଦି

କେନ୍ୟୁଜ୍(ବ୍ୟୁରୋ): ଭାବପ୍ରବଣ ହୋଇ ପଡ଼ିଲେ ମୋଦି। ଛଳଛଳ ହୋଇଗଲା ଆଖି। ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଜନଔଷଧୀ ପରିଯୋଜନାର ହିତାଧିକାରୀଙ୍କ ସହ ମୋଦିଙ୍କ ଆଲୋଚନା ବେଳେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଜଣେ ହିତାଧିକାରୀଙ୍କ କଥା ଶୁଣିବା ବେଳେ ମୋଦି ଭାବପ୍ରବଣ ହୋଇ ଉଠିଥିଲେ। ପକ୍ଷାଘାତ ରୋଗରେ ପୀଡିତ ଥିବା ଉତ୍ତରାଖଣ୍ଡ ଡେରାଡୁନ୍‌ର ହିତାଧିକାରୀ ଦୀପା ଶାହ ତାଙ୍କ କାହାଣୀ କହୁଥିଲେ। ଏହି ଯୋଜନାରେ ସେ କିଭଳି ସୁଲଭ ଦରରେ ଔଷଧ ପାଇପାରୁଛନ୍ତି କହିଥିଲେ। ଏହି ଅବସରରେ ସେ ମୋଦିଙ୍କୁ ଧନ୍ୟବାଦ ଦେଇଥିଲେ। ମହିଳାଙ୍କ କଥା ଶୁଣି ଭାବପ୍ରବଣ ହୋଇ ପଡ଼ିଥିଲେ ମୋଦି।

 

 

Leave A Reply

Your email address will not be published.