ଆଜି କୃଷକଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦି, ଭିଡିଓ କନଫରେନ୍ସିଂ ଜରିଆରେ ଦେବେ ଉଦ୍‌ବୋଧନ

କେନ୍ୟୁଜ୍‌: ଚାଷୀ-ସରକାର ବିବାଦ ମଧ୍ୟରେ ଆଜି କୃଷକଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ । ମଧ୍ୟପ୍ରଦେଶରେ ହେବାକୁ ଥିବା ଚାଷୀ ସମ୍ମିଳନୀକୁ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ମୋଦି ଉଦ୍‌ବୋଧନ ଦେବେ । ଅନ୍ୟପଟେ ୨୩ ଦିନ ହେଲା ଦିଲ୍ଲୀ ସୀମାରେ କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀଙ୍କୁ ମନେଇବା ପାଇଁ ପୁଣି କେନ୍ଦ୍ର ସରକାରଙ୍କ ପ୍ରୟାସ କରିଛନ୍ତି ।

farmerପୂର୍ବରୁ ସରକାର ଅନେକ ଥର ଆଲୋଚନ କରିଛନ୍ତି। କିନ୍ତୁ ଚାଷୀମାନେ ନିଜ ଜିଦ୍ ରେ ଅଡି ରହିଛନ୍ତି। ଏନେଇ ଆଜି ପ୍ରଧାନମନ୍ତ୍ରୀ କୃଷକମାନଙ୍କ ସହ କଥା ହୋଇ ନୂଆ କୃଷି ଆଇନ ବିରୋଧରେ ବୁଝାଇବାକୁ ଚେଷ୍ଟା କରିବେ।

Leave A Reply

Your email address will not be published.