ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ପ୍ରମୁଖ ସଚିବ ଡକ୍ଟର ପି.କେ ମିଶ୍ରଙ୍କୁ UN ସାସାକାଓ୍ଵା ଆଓ୍ଵାର୍ଡ

ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ପ୍ରମୁଖ ସଚିବ ଡକ୍ଟର ପି.କେ ମିଶ୍ରଙ୍କୁ UN ସାସାକାଓ୍ଵା ଆଓ୍ଵାର୍ଡ । ଜାତିସଂଘର ପ୍ରତିଷ୍ଠିତ ସାସାକାଓ୍ଵା ଆଓ୍ଵାର୍ଡଜେନେଭାରେ ତାଙ୍କୁ ସମ୍ମାନିତ କରାଯାଇଛି । ବିପର୍ଯ୍ୟୟ ବିପଦ ପ୍ରଶମନ କାର୍ଯ୍ୟ ପାଇଁ ଜେନେଭାରେ ଡକ୍ଟର ମିଶ୍ରଙ୍କୁ ପୁରସ୍କୃତ ହୋଇଛନ୍ତି । ବିଶ୍ୱ ଦରବାରରେ ଓଡ଼ିଶାର ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରଶଂସିତ ହୋଇଛନ୍ତି । ଓଡ଼ିଶାରେ ୨୪ ଘଣ୍ଟାରେ ୧୨ଲକ୍ଷ ଲୋକ ସ୍ଥାନାନ୍ତର ହୋଇଥିଲେ । ଫନି ଓ ଫାଇଲିନରେ ମୃତ୍ୟୁସଂଖ୍ୟା ଅତିମାତ୍ରାରେ କମିଛି । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଓଡ଼ିଶାରେ ୨୪ ଘଣ୍ଟା ମଧ୍ୟରେ ୧.୨ ମିଲିୟନ୍‌ ଲୋକଙ୍କୁ ସ୍ଥାନନ୍ତର କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.