ଦେଶବାସୀଙ୍କୁ ହୋଲି ପର୍ବର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ

ଆଜି ସମଗ୍ର ଦେଶରେ ରଙ୍ଗର ପର୍ବ ହୋଲି ପାଳନ ଚାଲିଥିବା ବେଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ‌ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଆଜି ସମଗ୍ର ଦେଶରେ ରଙ୍ଗର ପର୍ବ ହୋଲି ପାଳନ ଚାଲିଥିବା ବେଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ‌ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଟ୍ୱିଟ କରି କହିଛନ୍ତି , ଏହା ଆମ ବିବିଧତା ସମାଜର ଜୀବନ୍ତ ରଙ୍ଗ ଓ ସୌହାର୍ଦ୍ଦ୍ୟର ପ୍ରତୀକ। ଦେଶବାସୀଙ୍କୁ ହର୍ଷୋଲ୍ଲାସର ପର୍ବ ହୋଲି ଅବସରରେ ହାର୍ଦ୍ଦିକ ଶୁଭକାମନା। ‌ସ୍ନେହ ଓ ଭାଇଚାରାର ଏହି ମହୋତ୍ସବ ଆମ ବିବିଧତାପୂର୍ଣ୍ଣ ସମାଜ, ସଜୀବ ରଙ୍ଗ ଓ ସୌହାର୍ଦ୍ଦ୍ୟର ପ୍ରତୀକ । ରଙ୍ଗର ଏ ମହୋତ୍ସବ ପ୍ରତ୍ୟେକଙ୍କ ଜୀବନରେ ସୁଖ, ସମୃଦ୍ଧି ଏବଂ ନୂତନ ଶକ୍ତି ସଂଚାର କରୁ ବୋଲି କାମନା କରୁଛି।

ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଲେଖିଛନ୍ତି, ହୋଲିର ଅନେକ ଶୁଭେଚ୍ଛା ଓ ଶୁଭକାମନା । ଆପଣଙ୍କ ଜୀବନରେ ସବୁବେଳେ ଖୁସି ଏବଂ ଆନନ୍ଦରେ ରଙ୍ଗ ବର୍ଷୁଥାଉ।

Leave A Reply

Your email address will not be published.