ଦେଶ ବିଦେଶ

ନୂଆ ଆର୍ମି କମାଣ୍ଡ ନିଯୁକ୍ତ କଲେ ପୁଟିନ୍, ମେ ୯ ସୁଦ୍ଧା ୟୁକ୍ରେନ ଯୁଦ୍ଧରେ ସଫଳତା ପାଇବାକୁ ଲକ୍ଷ୍ୟ

ନୂଆ ଆର୍ମି କମାଣ୍ଡ ନିଯୁକ୍ତ କଲେ ପୁଟିନ। ମେ ୯ ସୁଦ୍ଧା ୟୁକ୍ରେନ ଯୁଦ୍ଧରେ ସଫଳତା ପାଇବାକୁ ଲକ୍ଷ୍ୟ ରଖିଛନ୍ତି ରୁଷ ରାଷ୍ଟ୍ରପତି ପୁଟିନ। ତେଣୁ ନୂଆ ଆର୍ମି କମାଣ୍ଡ ନିଯୁକ୍ତ କରିଛନ୍ତି ପୁଟିନ। ଜେନେରାଲ ଆଲେକଜାଣ୍ଡର ଦୋଭରନିକୋଭ ଆର୍ମିର ନେତୃତ୍ୱ ନେବେ । ସିରିୟା ଯୁଦ୍ଧରେ ତାଙ୍କ ଅଭିଜ୍ଞତା ରହିଛି।

ଏପର୍ଯ୍ୟନ୍ତ ୟୁକ୍ରେନ ଯୁଦ୍ଧରେ ୧୯ହଜାରରୁ ଅଧିକ ସୈନ୍ୟ ହରାଇସାରିଲାଣି ରୁଷ। ଏପରିକି ୮୦ ପ୍ରତିଶତରୁ ଅଧିକ ରୁଷ ସୈନ୍ୟ ଯୁଦ୍ଧ ଲଢିବାକୁ ମନା କରୁଛନ୍ତି। ତେଣୁ ସୈନ୍ୟମାନଙ୍କ ଇସ୍ତଫା ପତ୍ର ଗ୍ରହଣ କରୁନାହାନ୍ତି ଆର୍ମି ଚିଫ। ଏପରିକି ଯେଉଁମାନଙ୍କ ଚୁକ୍ତି ସମୟ ସରିଛି, ସେମାନଙ୍କୁ ମଧ୍ୟ ଛଡାଯାଉନି। ତେଣୁ ଆଗକୁ ନୂଆ ରଣନୀତି ନେଇ ଆକ୍ରମଣ କରିବାକୁ ଯୋଜନା କରୁଛନ୍ତି ପୁଟିନ।

Sonalisa

Recent Posts

ପଛପଟୁ ଧକ୍କା ଦେଲା ବାଇକ, ବୃଦ୍ଧଙ୍କ ମୃତ୍ୟୁ

କେନ୍ଦ୍ରାପଡା (କେନ୍ୟୁଜ): କେନ୍ଦ୍ରାପଡା କୁଦାନଗରି ଥାନା ଗୌଡଗାଁରେ ବାଇକ ଧକ୍କାରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ନାଁ…

38 mins ago

ତପ୍ତପାଣି ଘାଟି ତଳକୁ ଖସିଲା ଟ୍ରକ, ଡ୍ରାଇଭର ମୃତ

ଦିଗପହଣ୍ଡି (କେନ୍ୟୁଜ): ତପ୍ତପାଣି ଘାଟିରେ ପୁଣି ଦୁର୍ଘଟଣା । ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ମାଲବାହୀ ଟ୍ରକ ।…

52 mins ago

ଭୁବନେଶ୍ବରରେ ଆଜି ପୁଣି ଥରେ ବଢିଲା ପେଟ୍ରୋଲ-ଡିଜେଲ ରେଟ୍, ଚେକ୍ କରନ୍ତୁ ନୂଆ ଦର

ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୧ ଟଙ୍କା ୦୬ ପଇସା ରହିଛି । ଡିଜେଲ ଦର ୯୨ ଟଙ୍କା ୬୪ ପଇସା…

1 hour ago

ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପରେ ଆସିଛି ବୁଥ ବାହୁଡ଼ା ମତ, ଲଗାତାର ତୃତୀୟ ଥର ପାଇଁ ହେଇପାରନ୍ତି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ ମୋଦି । ଦେଶରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ…

2 hours ago

ସୁନା ଦର ହେଉଛି ଆକାଶ ଛୁଆଁ , ଜାଣନ୍ତୁ ଭୁବନେଶ୍ୱରରେ ଆଜି ୨୪ କ୍ୟାରେଟ ସୁନାର ଦାମ୍

ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା…

2 hours ago

କରମଣ୍ଡଳ ରେଳ ଦୁର୍ଘଟଣା: ମନେପଡିଲେ ଥରି ଉଠୁଛି ଛାତି, ଟାଙ୍କୁରି ଯାଉଛି ଲୋମ

ବାଲେଶ୍ଵର (କେନ୍ୟୁଜ): ବାଲେଶ୍ଵର ବାହାନଗା ରେଳ ଦୁର୍ଘଟଣାକୁ ଆଜି ପୁରିଛି ବର୍ଷେ । ୨୦୨୩  ଜୁନ୍ ୨ ଶୁକ୍ରବାର, ସମୟ…

2 hours ago