ରେଳ ଯାତ୍ରୀଙ୍କ ପାଇଁ ସୂଚନା : ସମ୍ଭାବ୍ୟ ବାତ୍ୟା ପାଇଁ ରେଳବାଇ ବାତିଲ କଲା ୯୫ ଟ୍ରେନ୍‌

ଭୁବନେଶ୍ୱର : ଆଗାମୀ ଦୁଇ ଦିନ ମଧ୍ୟରେ ସମ୍ଭାବ୍ୟ ବାତ୍ୟା ‘ଜାଓ୍ଵାଡା’ ଆଶଙ୍କାରେ ଇଷ୍ଟ କଷ୍ଟ ରେଳବାଇ ବିଭାଗ ୯୫ ଟି ଟ୍ରେନ ଚଳାଚଳକୁ ବାତିଲ କରିଛି । ପାଣିପାଗ ବିଭାଗ ଆକଳନ ଅନୁଯାୟୀ ବାତ୍ୟା ଡିସେମ୍ବର ୩ ଓ ୪ ରେ ଓଡ଼ିଶା ଉପକୂଳ ଛୁଇଁବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଫଳରେ ରେଳବାଇ ବିଭାଗ ୯୫ ମେଲ ଏକ୍ସପ୍ରେସ ଟ୍ରେନକୁ ୩ ଓ ୪ ତାରିଖ ପାଇଁ ନିମ୍ନ ଲିଖିତ ଟ୍ରେନ ସବୁକୁ ବାତିଲ କରିଛି । ରେଳ ଯାତ୍ରୀଙ୍କ ନିମନ୍ତେ ନିମ୍ନରେ ଟ୍ରେନର ତାଲିକା ଦିଆଯାଇଛି । ଯାତ୍ରା କରିବା ପୂର୍ବରୁ ଥରେ ଦେଖି ନିଅନ୍ତୁ ଏହି ତାଲିକା ।

rail

rail-1

rail-2

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.