ପରମ୍ପରାକୁ ସମ୍ମାନ ଜଣାଇଲେ ଛତିଶଗଡ ମୁଖ୍ୟମନ୍ତ୍ରୀ, ଗୋବର୍ଦ୍ଧନ ପୂଜା ବେଳେ ଚାବୁକରେ ମାଡ ଖାଇଲେ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ

କେନ୍ୟୁଜ୍(ବ୍ୟୁରୋ): ପରମ୍ପରାକୁ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ସମ୍ମାନ । ଛତିଶଗଡ ଜଂଜଗିରି ଗାଁରେ ଗୋବର୍ଦ୍ଧନ ପୂଜା ବେଳେ ଚାବୁକରେ ମାଡ ଖାଇଲେ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ । ଗୌରାଗୌରୀ ପୂଜା ବେଳେ ପ୍ରତ୍ୟକ ଭକ୍ତ ଚାବୁକରେ ମାଡ ଖାଇ କଷ୍ଟ ଅନୁଭବ ହେଲେ ସବୁ ପାପ ଧୋଇଯାଇଥାଏ ବୋଲି ବିଶ୍ୱାସ ରହିଛି । ଆଜିର ପୂଜା ବେଳେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ମନ୍ଦିରରେ ସାଧାରଣ ଭକ୍ତଙ୍କ ଭଳି ପୂଜାରୀଙ୍କ ଠାରୁ ଚାବୁକ ମାଡ ଖାଇ କଷ୍ଟ ଅନୁଭବ କରିବା ସହ ପାପ ଧୋଇଥିଲେ ।
#Chhattisgarh CM @bhupeshbaghel was flogged by a ’Baiga’ (tribal priest). He was participating in Gaura Gauri festival in Durg district and said ‘for the welfare of state he is ready to suffer any pain’. pic.twitter.com/5Jyl6oHzeh
— Aashish (@Ashi_IndiaToday) October 28, 2019