ପୁଣି ଗଡିବ ସମଝୌତା ଏସ୍କପ୍ରେସ, ଦିଲ୍ଲୀରୁ ଲାହୋର ପର‌୍ୟ୍ୟନ୍ତ କରିବ ଯାତ୍ରା

ପୁଣି ଗଡିବ ସମଝୌତା ଏସ୍କପ୍ରେସ। ଦିଲ୍ଲୀରୁ ଲାହୋର ପର‌୍ୟ୍ୟନ୍ତ ଯାତ୍ରା କରିବ ଏକ୍ସପ୍ରେସ। ଆଜି ଭାରତ ପଟୁ ଦିଲ୍ଲୀରୁ ବାହାରିବ ସମଝୌତା ଏକ୍ସପ୍ରେସ୍। ବାଲାକୋଟ୍ ଏୟାରଷ୍ଟ୍ରାଇକ୍ ପରେ ସୁରକ୍ଷା ଦୃଷ୍ଟିରୁ ପାକିସ୍ତାନ-ଭାରତ ସମଝୌତା ଏକ୍ସପ୍ରେସର ଚଳାଚଳକୁ ରଦ୍ଦ କରଦିଆଯାଇଥିଲା।