NEET-PG ସଂରକ୍ଷଣ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ସର୍ବଭାରତୀୟ କୋଟାରେ OBC/EWSଙ୍କୁ ସଂରକ୍ଷଣ ଦେବାକୁ ନିର୍ଦ୍ଦେଶ

NEET-PG ସଂରକ୍ଷଣ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ। NEET-PGରେ ଓବିସି ଛାତ୍ରଙ୍କୁ ୨୭% ସଂରକ୍ଷଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ତୁରନ୍ତ କାଉନସେଲିଂ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। EWS ବର୍ଗରେ ଆସୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ୧୦% ସଂରକ୍ଷଣ ରହିବ। ଚଳିତ ବର୍ଷରୁ ନିୟମ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।
Big Relief For Doctors, Supreme Court OKs #NEETPG Admissions For 2021-22 https://t.co/m0sWqZPbtP pic.twitter.com/yb36vjRK7v
— NDTV (@ndtv) January 7, 2022
#NEETPG counselling can begin, SC gives a nod. OBC and EWS quota to stay for this sessionhttps://t.co/BdoObfZuKL
— News18.com (@news18dotcom) January 7, 2022