ଦେଶ ବିଦେଶ

୧୦ ହଜାର ଟଙ୍କା ବାଜି ଜିତିବାକୁ ଯାଇ ଚାଲିଗଲା ଜୀବନ

ଲକ୍ଷ୍ନୈା : ଜିଦି ଯୋଗୁ ଅଧିକାଂଶ ସମୟରେ ହାର୍‌ ମାନିବାକୁ ପଡ଼ିଥାଏ । ହେଲେ ବେଳେ ବେଳେ ଏହି ଜିଦି ମନୁଷ୍ୟର ମୃତ୍ୟୁର କାରଣ ମଧ୍ୟ ହୋଇଥାଏ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ଉତ୍ତର ପ୍ରଦେଶର ସାମିଲ ଠାରେ । ଦୁଇ ଜଣ ଟ୍ରାକ୍ଟର ଡ୍ରାଇଭର ଏକ କାଦୁଅ ଗଦାକୁ ଟ୍ରାକ୍ଟର ଚଢ଼ାଇବା ନେଇ ଜିଦି ମାରିଥିଲେ ।

ଯିଏ ଜିତିବ ତାକୁ ଅନ୍ୟ ଜଣକ ୧୦ ହଜାର ଟଙ୍କା ଦେବ । ଏହି କାଦୁଅ ଗଦାକୁ ଟ୍ରାକ୍ଟର ଚଢ଼ାଇବା ପାଇଁ କେହି ସାହସ କରୁ ନଥିବା ବେଳେ ଭବନ ଟିଟାରାସୀ ଗାଁର ଗୈାରବ ଶର୍ମ୍ମା ଏବଂ ଚନ୍ଦ୍ରପାଲ୍‌ ସଇନିଙ୍କ ମଧ୍ୟରେ ୧୦ ହଜାର ଟଙ୍କାର ବାଜି ଲାଗିଥିଲା ।

ବାଜି ଜିତିବା ପାଇଁ ପ୍ରଥମେ ଚନ୍ଦ୍ରପାଲ୍‌ ମାଟି ଗଦାକୁ ଟ୍ରାକ୍ଟର ଚଢ଼ାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ । ପରେ ଗୈାରବ ମାଟି ଗଦାକୁ ନିଜ ଟ୍ରାକ୍ଟର ଚଢ଼ାଇବାକୁ ଚେଷ୍ଟା କରିଥିଲେ । ହେଲେ ସଫଳ ହୋଇ ନଥିଲେ ।

ଉପସ୍ଥିତ ଥିବା ଲୋକେ ଗୈାରବଙ୍କୁ କମେଟ୍‌ କରିବାରୁ ଗୈାରବ ତାଙ୍କ ଉଦ୍ୟମ ଜାରି ରଖିଥିଲେ । ହେଲେ ସେ ବାରମ୍ବାର ତାଙ୍କ ଉଦ୍ୟମ ଜାରି ରଖିଥିବା ବେଳେ ଟ୍ରାକ୍ଟର ଓଲଟି ପଡ଼ିଥିଲା । ଫଳରେ ଟ୍ରାକ୍ଟର ତଳେ ଗୈାରବଙ୍କ ଜୀବନ ହାନୀ ଘଟିଥିଲା ।

Niharanjan

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

8 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

22 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

37 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

47 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

58 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

1 hour ago