କରୋନା ଭୟରେ ଶିରିଡି ସାଇବାବାଙ୍କ ମନ୍ଦିର ଓ ମୁମ୍ବାଇ ସିଦ୍ଧି ବିନାୟକ ମନ୍ଦିର ବନ୍ଦ

ମହାରାଷ୍ଟ୍ର : କରୋନା ଭୟ ପାଇଁ ଶିରିଡି ସାଇବାବାଙ୍କ ମନ୍ଦିର ବନ୍ଦ । ଆଜି ଦିନ ୩ଟାରୁ ଭକ୍ତଙ୍କ ପାଇଁ ସାଇବାବାଙ୍କ ମନ୍ଦିର ବନ୍ଦ ରହିବ । ସତର୍କତାମୂଳକ ପଦକ୍ଷେପ ପାଇଁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ମନ୍ଦିର ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସାଇବାବାଙ୍କ ମନ୍ଦିରରେ ପ୍ରତ୍ୟେକ ଦିନ ଅନେକ ଭକ୍ତଙ୍କ ସମାଗମ ହୋଇଥାଏ । କରୋନା ଯୋଗୁ ମହାରାଷ୍ଟ୍ରରେ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । ତେଣୁ ସତର୍କତାମୂଳକ ଭାବେ ମନ୍ଦିରକୁ ବନ୍ଦ କରାଯାଇଛି ।

siddhi binayak

ଏଥିସହ ମୁମ୍ବାଇର ସିଦ୍ଧି ବିନାୟକ ମନ୍ଦିରକୁ ମଧ୍ୟ ବନ୍ଦ କରିଦିଆଯାଇଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.