ମହିଳାମାନଙ୍କୁ ମାତ୍ତ୍ବ ଛୁଟି ଭଳି ଏବେ ପୁରୁଷମାନେ ମଧ୍ୟ ଚାଇଲ୍ଡ କେୟାର ଛୁଟି ମିଳିବା ଉଚିତ ବୋଲି କେନ୍ଦ୍ରୀ ମନ୍ତ୍ରୀ ଜିତେନ୍ଦ୍ର ସିଂ ଦାବି କରିଛନ୍ତି। ସେ କହିଛନ୍ତି, ଯେଉଁ ପୁରୁଷ ଏକୁଟିଆ ଅଭିଭାବକ ପୁରୁଷ କର୍ମଚାରୀ ଏବେ ଚାଇଲ୍ଡ କେୟାର ଛୁଟି ପାଇଁ ହକଦାର। ଯେଉଁ ପୁରୁଷ ଏକୁଟିଆ ଅର୍ଥାତ୍ ଯାହାଙ୍କର ସ୍ତ୍ରୀ ନାହିଁ କିମ୍ବା ଛାଡପତ୍ର ହୋଇଯାଇଛି ସେମାନେ ନିଜର ପିଲାର ଦେଖାଶୁଣା କରିବା ସେମାନଙ୍କୁ ଛୁଟି ଦିଆଯିବା ଦରକାର।
ଏହି ବିଷୟରେ ଆଦେଶ କିଛି ଦିନ ପୂର୍ବରୁ ଜାରି କରାଯାଇଥିଲା କିନ୍ତୁ ଏହାକୁ କୌଣସି ସାର୍ବଜନିକ ଡୋମେନରେ ପର୍ଯ୍ଯାପ୍ତ ଭାବେ ଧ୍ୟାନ ଦିଆଯାଇନାହିଁ। ପିଲାର ଦେଖାଶୁଣା କରିବା ପାଇଁ ଯେଉଁ ସରକାରୀ କର୍ମଚାରୀ ଏକୁଟିଆ ରହିଛନ୍ତି, ସେମାନେଙ୍କୁ ଛୁଟି ଦିଆଯିବା ଦରକାର। ଏହାଛଡା କର୍ମଚାରୀଙ୍କୁ ଲିଭ ଟ୍ରାଭେଲ କନସେସନ(ଏଲ୍ଟିସି)ର ଲାଭ ମିଳିବ। ଯେଉଁ ବ୍ଯକ୍ତି ଚାଇଲ୍ଡ କେୟାର ଲିଭରେ ଥିବ ତାଙ୍କୁ ଏହି ଲାଭ ମିଳିବ।
ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ଏକ ବୟାନକୁ ନେଇ ମନ୍ତ୍ରୀ କହିଛନ୍ତି, ପୂର୍ବରୁ ୩୬୫ ଦିନ ପାଇଁ ଚାଇଲ୍ଡ କେୟାର ଲିଭ ୧୦୦ ପ୍ରତିଶତ ଦିଆଯାଇପାରିବ ଏବଂ ୩୬୫ ଦିନ ପାଇଁ ୮୦ ପ୍ରତିଶତ ଲିଭ୍ ଦରମା ମଧ୍ୟ ମିଳିବ।
ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…
ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…
ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…
ଉଦଳା: ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…
ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…