ସିଂହ ଛୁଆକୁ ଧରି ଗଛକୁ ଚଢ଼ିଗଲା ମାଙ୍କଡ, ତାପରେ କଣ ହେଲା ଦେଖନ୍ତୁ ଭିଡିଓ

ଫିଲ୍ମ ଦ ଲାୟନ କିଙ୍ଗ୍‌ ରେ ବେବି ସିମ୍ବାର ସେହି ସିନ୍‌ ଆପଣଙ୍କୁ ମନେ ଅଛି। ଯେତେବେଳେ ରଫିକି ନାମକ ମାଙ୍କଡ ସିମ୍ବାକୁ ନିଜ ମା କୋଳରୁ ଆଣି ଜଙ୍ଗଲରେ ସବୁ ପଶୁଙ୍କୁ ନିଜ ଶାବକର ପରିଚୟ ଦେଇଥିଲା ଠିକ୍‌ ସେମିତି ହିଁ ଏକ ଦ୍ରୁଷ୍ୟ ସାଉଥ ଆଫ୍ରିକିରେ ଦେଖିବାକୁ ମିଳିଛି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ମାଙ୍କଡ ସିଂହ ଛୁଆକୁ କୋଳରେ ନେଇ ଗଛକୁ ଚଢ଼ିଗଲା। ଏହି ଭିଡିଓ ୟୁଟ୍ୟୁବରେ ଧମାଲ ମଚାଉଛି ଏବଂ ଏହାକୁ ଲୋକମାନେ ଖୁବ୍‌ ପସନ୍ଦ କରୁଛନ୍ତି।

ଏହି ବିରଳ ଦ୍ରୁଶ୍ୟକୁ ଜଣେ ବ୍ୟକ୍ତି ତାଙ୍କ କ୍ୟାମେରାରେ ରେକର୍ଡ କରିଥିଲେ। ସେ ବ୍ୟକ୍ତି ଜଣେ ଫଟୋଗ୍ରାଫର ଏହି ପରି ସବୁ ବିରଳ ଦ୍ରୁଷ୍ୟକୁ ସେ ନିଜ କ୍ୟାମେରାରେ ରେକର୍ଡ କରନ୍ତି। ସେ ଭିଡିଓକୁ ରେକର୍ଡ କରି କହିଛନ୍ତି ଗୋଟେ ମାଙ୍କଡ ଗଛ ଉପରେ ଥିଲା ଏବଂ ତା ହାତରେ କିଛି ଜିନିଷ ଥିଲା। ମୋତେ ଲାଗିଲା ଯେ ସେ ଆମ୍ବ ଗଛରେ ବସିଛି ଆମ୍ବ ଧରିଥିବ କିନ୍ତୁ ମୁଁ ଯେତେବେଳେ ଭଲ ଭାବରେ ଦେଖିଲି ମୋତେ ଦେଖାଗଲା ଯେ ତା ହାତରେ ଗୋଟେ ସିଂହ ଛୁଆ ଥିଲା।

ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଆପଣ ବି ଦେଖନ୍ତୁ।

Pritiparna

Recent Posts

ଲୋକସଭାରେ ବିଜେପିର ୨୧ ରୁ ୨୦ ଆସନ ଦଖଲ, କଂଗ୍ରେସକୁ ମିଳିଲା ଗୋଟିଏ

ଭୁବନେଶ୍ୱର (କେନ୍ୟୁଜ): ଶେଷ ହେଲା ଭୋଟ ଗଣତି । ସାମନାକୁ ଆସିଲା ପ୍ରାର୍ଥୀଙ୍କ ଭାଗ୍ୟର ଫଳାଫଳ । ଉଭୟ ବିଧାନସଭା…

6 mins ago

୭୮ରେ ବିଜେପିର ବାଜିମାତ : ସରକାର କରିବ ଗଠନ, ୫୧ ରେ ବିରୋଧୀ ଆସନରେ ବିଜେଡି

ଭୁବନେଶ୍ୱର (କେନ୍ୟୁଜ): ଶେଷ ହେଲା ଭୋଟ ଗଣତି । ସାମନାକୁ ଆସିଲା ପ୍ରାର୍ଥୀଙ୍କ ଭାଗ୍ୟର ଫଳାଫଳ । ଉଭୟ ବିଧାନସଭା…

33 mins ago

ଏହି କ୍ରୁଜ୍‌ ସବୁଠୁ ଦାମୀ, ଅମ୍ବାନୀଙ୍କ ପାର୍ଟି ଜାହଜ ଏହା ତୁଳନାରେ କିଛି ନୁହେଁ

ଦୁନିଆର ସବୁଠୁ ବଡ କ୍ରୁଜ୍ ଜାହାଜ । ୧୨୦୦ ଫୁଟ ଲମ୍ବ ଏବଂ ୨୦ ମହଲା ଉଚ୍ଚ ଆଇକନ୍ ନାମକ…

3 hours ago

ଓଡ଼ିଶା ନିର୍ବାଚନ ଫଳାଫଳ ୨୦୨୪: ଏବେ ଯାଏ ଫଳାଫଳ, ଗଣତି ଜାରି

ଭୁବନେଶ୍ୱର (କେନ୍ୟୁଜ): ଚାଲିଛି ଭୋଟ ଗଣତି । ସାମନାକୁ ଆସିଛି ପ୍ରାର୍ଥୀଙ୍କ ଭାଗ୍ୟର ଫଳାଫଳ । ଉଭୟ ବିଧାନସଭା ଓ…

4 hours ago

ଭାରତରେ ଏହି ସ୍ଥାନ ଚା’ ପିଉଥିବା ଲୋକଙ୍କ ମଧ୍ୟରେ ପ୍ରଥମ ଜାଣନ୍ତୁ …

ରାତି ପାହିଲେ କପେ ଚା’ ନ ପିଇଲେ ଦିନ ଆରମ୍ଭ ହୁଏ ନାହିଁ । ମନ ଭଲ ଲାଗେ ନାହିଁ…

5 hours ago

ଆପଣଙ୍କୁ ମନୋଜଙ୍କ ନିବେଦନ, ଚିକିତ୍ସାରେ ତାଙ୍କୁ ସାହାଯ୍ୟ କରି ତାଙ୍କ ଜୀବନ ବଞ୍ଚାନ୍ତୁ

କଟକ (କେନ୍ୟୁଜ) : ବାପାର ମୁଣ୍ଡ ପାଖରେ ବସି ମଥାକୁ ଆଉଁସି ଦେଉଛି ଝିଅ । ଆଖିରୁ ବହିଯାଉଛି ଧାର…

6 hours ago