ଆଫଗାନିସ୍ତାନର ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହଙ୍କ ଭାଇଙ୍କୁ ହତ୍ୟା, ତାଲିବାନୀ କରିଥିବା ସୂଚନା

ଆଫଗାନିସ୍ତାନର ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହଙ୍କ ଭାଇଙ୍କୁ ହତ୍ୟା । ଅମରୁଲ୍ଲାଙ୍କ ଭାଇ ରୋହୁଲ୍ଲା ସାଲେହଙ୍କୁ ତାଲିବାନୀ ହତ୍ୟା କରିଛନ୍ତି । ପଞ୍ଜଶିର୍‌ ଘାଟିରେ ଅହମ୍ମଦ ମସୁଦ୍‌ ସେନା ଏବଂ ତାଲିବାନୀଙ୍କ ମଧ୍ୟରେ ଘମାଘୋଟ ଲଢେଇ ଜାରି ରହିଛି । ଏହି ସମୟରେ ରୋହୁଲ୍ଲା ସାଲେହଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

ରୋହୁଲ୍ଲା କାବୁଲ ପଳାଇବା ପାଇଁ ଉଦ୍ୟମ କରୁଥିବା ବେଳେ ହତ୍ୟା କରାଯାଇଥିବା ସୂଚନା ମିଳିଛି । ତାଲିବାନ ପକ୍ଷରୁ ଦାବି କରାଯାଇଛି ଅମରୁଲ୍ଲା ସାଲେହଙ୍କ ଲାଇବ୍ରେରୀରେ ପହଞ୍ଚିଛନ୍ତି ତାଲିବାନୀ, ଯେଉଁଠୁ କିଛି ଦିନ ତଳେ ସେ ଭିଡିଓ ମେସେଜ ଜାରି କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.