ଜାମ୍ମୁ ଚଢା କ୍ୟାମ୍ପ ନିକଟରେ CISF ବସ୍‌ ଉପରକୁ ଆତଙ୍କବାଦୀ ଆକ୍ରମଣ: ଜଣେ ASI ସହିଦ, ୨ ଆହତ

ଜାମ୍ମୁ: CISF ବସ୍‌ ଉପରକୁ ଆତଙ୍କବାଦୀ ଆକ୍ରମଣ। ଜାମ୍ମୁ ଚଢା କ୍ୟାମ୍ପ ନିକଟରେ ଆତଙ୍କବାଦୀ ଆକ୍ରମଣ। ଜଣେ ASI ସହିଦ, ୨ ଆହତ। ଆଜି ସକାଳ ୪ଟା ୨୫ ମିନିଟରେ ମର୍ଣ୍ଣି ସିପ୍ଟ ଡ୍ୟୁଟି ପାଇଁ ବସ୍‌ରେ ଯାଉଥିବାବେଳେ ଆକ୍ରମଣ କରିଥିଲେ ଆତଙ୍କବାଦୀ। ଆକ୍ରମଣର କଡ଼ା ଜବାବ ଦେଇଥିଲେ ଆତଙ୍କବାଦୀ। ଆତଙ୍କବାଦୀ ଖସିପଳାଇଥିବା ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.