ଚତୁର୍ଥ ଲହର ପାଇଁ କେନ୍ଦ୍ରର ଚିନ୍ତା: ସତର୍କତା ନେଇ ସବୁ ରାଜ୍ୟକୁ ଚିଠି ଲେଖିଲେ ସ୍ୱାସ୍ଥ୍ୟ ସଚିବ

ନୂଆଦିଲ୍ଲୀ : କେନ୍ଦ୍ରର କରୋନା ଚିନ୍ତା । କରୋନା ସତର୍କତା ନେଇ ସବୁ ରାଜ୍ୟକୁ ଚିଠି ଲେଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ । ସେ ଚିଠି ଉଲ୍ଲେଖ କରିଛନ୍ତି, ଏବେ ବି ବିଶ୍ୱରେ ସପ୍ତାହକୁ ୩୫ ଲକ୍ଷ କୋଭିଡ୍‌ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ୫ଟି ଦେଶ ଜାପାନ, ଆମେରିକା, କୋରିଆ, ବ୍ରାଜିଲ୍‌ ଓ ଚୀନରେ କୋଭିଡର ଚତୁର୍ଥ ଲହର ଚାଲିଛି । ନୂଆ ଭାରିଆଣ୍ଟ ଚିହ୍ନଟ ପାଇଁ ଜିନୋମ୍‌ ସ୍ୱିକେନ୍ସିଂ ବୃଦ୍ଧି ଆବଶ୍ୟକ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.