ଏଠାରେ ବଡ ବଡ଼ ବାଲ୍ଟିରେ ସଂଗ୍ରହ କରାଯାଇଥାଏ ସ୍କୁଲପିଲାଙ୍କ ପରିସ୍ରା କାରଣ ଜାଣିଲେ ଉଡିଯିବ ଆପଣଙ୍କ ହୋସ

ଏହି ସଂସାରରେ କିଛି ସ୍ଥାନରେ ଏପରି ଅଜବ କାମ କରାଯାଇଥାଏ ଯାହାକୁ ବିଶ୍ୱାସ କରିବା ଆପଣଙ୍କ ପାଇଁ ମୁସ୍କିଲ ଅଟେ। ଠିକ ସେହିପରି ଏବେ ଚୀନରେ କିଛି ଏପରି କାମ କରାଯାଉଛି ଯାହା ବିଷୟରେ ଭାବିବା ମାତ୍ରେ ହିଁ ଆପଣ ଆଶ୍ଚର୍ଯ୍ୟ ହୋଇଉଠିବେ। ଚୀନରେ ଏଭଳି ଏକ ଅଦ୍ଭୁତ ଖାଦ୍ୟ ପ୍ରସ୍ତୁତ କରାଯାଉଛି ଯାହା ଶୁଣିଲେ ଆପଣଙ୍କ ପାଦତଳୁ ମାଟି ଖସିଯିବ।

Image result for tong zi dan egg

ଏହାସହ ପଢନ୍ତୁ ଘରେ ଭୁଲିଯାଇଥିଲେ ଜନ୍ମଦିନ ସେଥିପାଇଁ ଯୁବକ କଲେ ଏପରି କାମ ବାଧ୍ୟହୋଇ ରାସ୍ତା ଉପରେ ଜନ୍ମଦିନ ମନାଇଲେ ଟ୍ରାଫିକ୍ ପୋଲିସ, ଦେଖନ୍ତୁ ଭିଡିଓ

ଚୀନର ଜେଜୀୟାଙ୍ଗ ପ୍ରାନ୍ତରେ ଭର୍ଜିନ ଏଗ ନାମକ ଏକ ବ୍ୟଞ୍ଜନ ପ୍ରସ୍ତୁତ କରାଯାଉଛି। ବସନ୍ତ ଋତୁ ଆସିବା ମାତ୍ରେ ଏହି ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥାଏ। ଏଥିରେ ଅଣ୍ଡାକୁ ଭର୍ଜିନ ପିଲାଙ୍କର ପରିସ୍ରାରେ ବୁଡ଼ାଯାଇଥାଏ ଯାହାର ଲୋକାଲ ନାମ ହେଉଛି ‘ତୌଙ୍ଗଜି ଡେନ’। ତୌଙ୍ଗଜି ଡେନକୁ ବୟ ଏଗ ବୋଲି ମଧ୍ୟ କୁହାଯାଇଥାଏ।

ପରିସ୍ରା ଏକତ୍ର କରିବା ପାଇଁ ସ୍କୁଲରେ ଅନେକଗୁଡିଏ ବାଲ୍ଟି ରଖାଯାଇଥାଏ ଯେଉଁଥିରେ ପିଲାମାନଙ୍କର ପରିସ୍ରା ସଂଗ୍ରହ କରାଯାଏ। ଏହାପରେ ପରିସ୍ରାକୁ ବଡ଼ ବଡ଼ ପାତ୍ରରେ ରଖାଯାଇଥାଏ ଏବଂ ସେଥିରେ ଅଣ୍ଡା ପକାଇ କମ ଆଞ୍ଚରେ ସାରା ଦିନ ସିଝାଯାଇଥାଏ। ଯେତେବେଳେ ଏହି ଅଣ୍ଡା ପରିସ୍ରାରେ ଭଲଭାବେ ସିଝିଯାଏ ସେତେବେଳେ ଏହାକୁ କାଢି ଖିଆଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.