ଦେଶରେ ୩ କୋଟି ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ୫୦ ହଜାର ୮୪୮ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ୩ କୋଟି ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ୫୦ ହଜାର ୮୪୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଉ ୧ ହଜାର ୩୫୮ ଲୋକଙ୍କ ଜୀବନ ନେଇଛି ଭାଇରସ୍‌ ।

ଏହାକୁ ମିଶାଇ ଦେଶରେ ମୋଟ ମୃତ୍ୟୁସଂଖ୍ୟା ୩ଲକ୍ଷ ୯୦ ହଜାର ୬୬୦ରେ ପହଂଚିଛି। ମୋଟ ୩ କୋଟି ୨୮ ହଜାର ୭୦୯ରେ ପହଂଚିଛି ସଂକ୍ରମିତଙ୍କ ସଂଖ୍ୟା। ସେହିପରି ଦେଶରେ ଦିନକରେ ସୁସ୍ଥ ହୋଇଛନ୍ତି ୬୮ ହଜାର ୮୧୭ ।

Leave A Reply

Your email address will not be published.