ଉଡାଣ ପୂର୍ବରୁ ଚୀନ୍‌ର ଚୋଙ୍ଗକ୍ୱିଙ୍ଗରେ ବିମାନରେ ଲାଗିଲା ନିଆଁ, ୨୫ଯାତ୍ରୀ ଆହତ

ଉଡାଣ ପୂର୍ବରୁ ବିମାନରେ ଲାଗିଲା ନିଆଁ । ରନେଓ୍ଵରେ ବିମାନରେ ଲାଗିଲା ନିଆଁ। ୨୫ ଜଣ ଯାତ୍ରୀ ଆହତ। ଚୀନର ଚୋଙ୍ଗକ୍ୱିଙ୍ଗ ଘଟିଛି ଏଭଳି ଘଟଣା। ଚୋଙ୍ଗକ୍ୱିଙ୍ଗର ବିମାନ ବନ୍ଦରରେ ୧୧୩ ଯାତ୍ରୀ ଓ ୯ କ୍ରୁ ମେମ୍ବର ନେଇ ଉଡାଣ ପାଇଁ ପ୍ରସ୍ତୁତି କରୁଥିବାବେଳେ ବିମାନରେ ନିଆଁ ଲାଗିଯାଇଥିଲା।

ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିବାବେଳେ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ନିଆଁ ଲାଗିବାର କାରଣ ଜଣାପଡିନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.