ପ୍ରେସରକୁକରରେ ବାଣ ପୁରାଇ ଟିକଟକରେ ଏକ୍ସପରିମେଣ୍ଟ ଭିଡ଼ିଓ କରୁଥିଲେ, ପରେ କଣ ହେଲା ଦେଖନ୍ତୁ

କେନ୍ୟୁଜ(ବ୍ୟୁରୋ): ଟିକଟକ ଏବେ ଏଭଳି ହୋଇଯାଇଛି ଯେ ଯେ କେହିବି ଏହାର ଫ୍ୟାନ ଵନିଯାଉଛନ୍ତି । କିଛି ୟୁଜର ଏଭଳି ଟିକଟକରେ ହରକତ କରିଛନ୍ତି ଯାହା ଚାହୁଁ ଚାହୁଁ ଭାଇରାଲ ହେଇଯାଉଛି। ଦେଖିବାକୁ ଖୁବ ମନପସନ୍ଦିଆ । କୌତୁକିଆ ଓ ଏକ୍ସପରିମେଣ୍ଟ ଭିଡ଼ିଓ ପୋଷ୍ଟ କରି ଆନେକ ୟୁଜର ଲକ୍ଷ ଲକ୍ଷ ଦର୍ଶକଙ୍କର ମନ ମୋହୁଥିବାର ଦେଖିବାକୁ ମିଳିଛି। ସେଭଳି ଏକ ଭିଡ଼ିଓ ଟିକଟକରେ ଟ୍ରେଣ୍ଡ ହେବାରେ ଲାଗିଛି।  ଭିଡ଼ିଓ ଟିରେ ହାନଜାଲା ପଟେଲ ନାମକ ଜଣେ ୟୁଜର ଏକ ପ୍ରେସରକୁକରରେ ଅନେକ ବାଣ ଭର୍ତ୍ତି କରି ସେଥିରେ ନିଆଁ ଲଗାଉଛନ୍ତି। ଚାହୁଁ ଚାହୁଁ ପ୍ରେସରକୁକରର ଢାଙ୍କୁଣୀ ଉଡି ଉପରକୁ ଚାଲିଗଲା। ସେହି ସମୟରେ ଭିଡଓଟିକୁ ସ୍ଲୋ-ମୋସନ କରାଯାଇ ସମ୍ପୂର୍ଣ୍ଣ ଭାବେ ଦେଖା ଯାଇଛି। ଏଭଳି ଦୁଇଟି ଭିଡ଼ିଓ କରି ଟିକଟକରେ ପୋଷ୍ଟ କରିଛନ୍ତି ହାନଜାଲା ପଟେଲ । ଦର୍ଶକ ଏହି ଏକ୍ସପେରିମେଣ୍ଟାଲ ଭିଡ଼ିଓ ଦେଖିବାକୁ ମଧ୍ୟ ବେଶ ଉତ୍ସାହ ପ୍ରକାଶ କରିଥିବା ଜଣା ପଡିଛି ।

@hanzala_1344##handwashchallenge ##tranding ##foryou ##hanzalapatel ##indian ##viral ##love ##covid19 ##coronavirus

♬ original sound – hanzala Patel

ପ୍ରଥମ ଭାଗରେ ୧୫.୪ ମିଲିୟନ ଭିୟୁଜ ମିଳିଛି। ଏହାସହିତ ୫ଲକ୍ଷରୁ ଉର୍ଦ୍ଧ ଲାଇକ ଓ ହଜାରେରୁ ଉର୍ଦ୍ଧ କମେଣ୍ଟ ଆସିଛି। ଦ୍ଵିତୀୟ ଭାଗରେ ୬ ଲକ୍ଷରୁ ଉର୍ଦ୍ଧ ଭିୟୁଜ ମିଲିଛି ଏହା ସହିତ ୩୦ ହଜାରରୁ ଉର୍ଦ୍ଧ ଲାଇକ ମିଳିଛି।

@hanzala_1344##handwashchallenge ##tranding ##foryou ##hanzalapatel ##viral ##indian ##love ##covid19 ##coronavirus ##police

♬ original sound – hanzala Patel


ଏହି ଟିକଟକ ୟୁଜେର କେବଳ ପ୍ରେସରକୁକର ବ୍ୟତୀତ ପାଣି ସାଥିରେ ମଧ୍ୟ ଏକ୍ସପେରିମେଣ୍ଟ କରିସାରିଛନ୍ତି। ପରେ ଅଣ୍ଡା ଓ ଏସିଡ ସହିତ ମଧ୍ୟ ଏକ୍ସପେରିମେଣ୍ଟ କରିଛନ୍ତି। ହାନଜାଲା ପଟେଲଙ୍କ ଟିକଟକରେ ୮୦ ହଜାରରୁ ଉର୍ଦ୍ଧ ଫଲୋର୍ସ ଅଛନ୍ତି। ଏହାସହିତ ତାଙ୍କ ଭିଡ଼ିଓକୁ ୬ ଲକ୍ଷରୁ ଉର୍ଦ୍ଧ ଲାଇକ ମିଳିସାରିଛି।

Leave A Reply

Your email address will not be published.