ଆଜି ଆସିବ ନିର୍ଭୟା ରାୟ। ଦୋଷୀଙ୍କ ଡେଥ୍ ଓ୍ଵାରେଣ୍ଟ ଉପରେ ପଟିଆଲା ହାଉସକୋର୍ଟ ଜାରି କରିଥିବା ରହିତାଦେଶ ଉପରେ ରାୟ ଶୁଣାଇବେ ଦିଲ୍ଲୀ ହାଇକୋର୍ଟ। ଦିନ ୨ଟା ୩୦ରେ ଜଷ୍ଟିସ ସୁରେଶ କାଏତ ରାୟ ଶୁଣାଇବେ । ରବିବାର ମାମଲାର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ ରାୟ ସଂରକ୍ଷିତ ରଖିଥିଲେ।