ବିଶ୍ୱ ମାନଚିତ୍ର ରୁ ହଟିଯିବ ଏହି ଦେଶ, ରହିଛି ଏହା ପଛରେ ଏକ ବଡ କାରଣ , ଆଜି ଜାଣନ୍ତୁ ..
ବିଶ୍ୱ ମାନଚିତ୍ରରୁ ହଟିବ ଦେଶ ଟୁଭାଲୁ! ଏହି ଦେଶ ଦକ୍ଷିଣ ମହାସାଗରରେ ଅବସ୍ଥିତ। କିନ୍ତୁ ଏହି ଦେଶର ଅସୁବିଧା ଶେଷ ହେବାର ନାମ ନେଉନାହିଁ । ରିପୋର୍ଟ ଅନୁଯାୟୀ ଏହି ଦେଶ ଶୀଘ୍ର ବିଶ୍ୱ ମାନଚିତ୍ରରୁ ହଟିଯିବ । ଟୁଭାଲୁ ଦୁନିଆରୁ ଅଦୃଶ୍ୟ ହେବାର ପ୍ରକୃତ କାରଣ କ'ଣ ରହିଛି ଆଜି ଜାଣି ନିଅନ୍ତୁ ..

ଟୁଭାଲୁ ନାମକ ଦେଶ ଯାହା ଖୁବ ଶୀଘ୍ର ବିଶ୍ୱ ମାନଚିତ୍ରରୁ ହଟିଯିବ । ଏହି ଦେଶ ଦକ୍ଷିଣ ମହାସାଗରରେ ଅବସ୍ଥିତ। କିନ୍ତୁ ଏହି ଦେଶର ଅସୁବିଧା ଶେଷ ହେବାର ନାମ ନେଉନାହିଁ । ରିପୋର୍ଟ ଅନୁଯାୟୀ ଏହି ଦେଶ ଶୀଘ୍ର ବିଶ୍ୱ ମାନଚିତ୍ରରୁ ହଟିଯିବ । ଟୁଭାଲୁ ଦୁନିଆରୁ ଅଦୃଶ୍ୟ ହେବାର ପ୍ରକୃତ କାରଣ କ’ଣ ରହିଛି ଆଜି ଜାଣି ନିଅନ୍ତୁ ..
ବିଶ୍ୱ ମାନଚିତ୍ରରୁ ଖୁବ ଶୀଘ୍ର ଅଦୃଶ୍ୟ ହୋଇଯିବ ଦେଶ ଟୁଭାଲୁ। ଆପଣ ଜାଣନ୍ତି କି ଏପରି ଏକ ଦେଶ ମଧ୍ୟ ଅଛି ଯାହା ଖୁବ୍ ଶୀଘ୍ର ବିଶ୍ୱ ମାନଚିତ୍ରରୁ ଅଦୃଶ୍ୟ ହୋଇଯିବ । ଏହାର ଚାରି ପାଖରେ ଜଳ ଘେରି ରହିଛି । ଏହାର ସୌନ୍ଦର୍ଯ୍ୟତା କାହାକୁ ବି ପାଗଳ କରିଦେଇପାରେ । ବର୍ତ୍ତମାନ ଆପଣ ଭାବୁଥିବେ ଯେ ଏହା ଅଦୃଶ୍ୟ କାହିଁକି ହୋଇଯିବ ।
ଟୁଭାଲୁ ଦକ୍ଷିଣ ମହାସାଗରର ଏକ ଦେଶ ଯାହା ଅଷ୍ଟ୍ରେଲିଆ ଓ ହାୱାଇ ମଧ୍ୟରେ ଅବସ୍ଥିତ । ଏହା ବିଶ୍ୱର ଚତୁର୍ଥ କ୍ଷୁଦ୍ର ଦେଶ ଭାବରେ ବେଶ ଜଣା । ଏହା ୯ଟି ଦ୍ୱୀପପୁଞ୍ଜରେ ଗଠିତ ଦେଶର ଏକ ସଦସ୍ୟ ।
ଏବେ ଜାଣିବା କହିଁକି ଏହା ବିଶ୍ୱ ମନ ଚିତ୍ର ରୁ ହଟିଯିବ । ଦର୍ଶକ ବନ୍ଧୁ ସମଗ୍ର ବିଶ୍ୱରେ ଘଟୁଥିବା ପରିବର୍ତ୍ତନଗୁଡ଼ିକ ଅର୍ଥାତ୍ ବିଶ୍ୱ ତାପମାତ୍ରା ଯୋଗୁଁ ସମୁଦ୍ରର ଜଳ ସ୍ତର ବିଗିଡ଼ିବାରେ ଲାଗିଛି । ଏହି କାରଣରୁ ଟୁଭାଲୁ ବୁଡ଼ିଯିବାର ଆଶଙ୍କା ବଢୁଛି । ଅନେକ ରିପୋର୍ଟ ମଧ୍ୟ ସାମ୍ନାକୁ ଆସିଛି ଯେ ବୁଡ଼ିବା ପରିବର୍ତ୍ତେ ଏହି ଦେଶ ଆହୁରି ବୃଦ୍ଧି ପାଇଛି । ଟୁଭାଲୁ ପାଇଁ ଏହା କୁହାଯାଉଛି ଯେ ଏହାର ଆକାର ସ୍ୱାଭାବିକ ଭାବରେ ବୃଦ୍ଧି ପାଇଛି । ଅକଲ୍ୟାଣ୍ଡ ବିଶ୍ୱବିଦ୍ୟାଳୟର ଗବେଷଣାକାରୀମାନେ ସେମାନଙ୍କର ସର୍ବଶେଷ ଗବେଷଣାରେ ଏହି ଦାବି କରିଛନ୍ତି ।
ତେବେ ଏହି ଦେଶରେ ବାସ କରୁଥିବା ଲୋକଙ୍କ ସଂଖ୍ୟା ମାତ୍ର ୧୧ ହଜାର । ଏହା ହେଉଛି ବିଶ୍ୱର ଚତୁର୍ଥ କ୍ଷୁଦ୍ର ଦେଶ । ପ୍ରଥମରେ ରହିଛି ଦେଶ Sea Land । ଭାଟିକାନ୍ ସିଟି, ମୋନାକୋ ଓ ନୋରୁର ନାମ ମଧ୍ୟ ଏହି ତାଲିକାରେ ଅନ୍ତର୍ଭୁକ୍ତ । ଏହାକୁ ଏକ ଦ୍ୱୀପ ମଧ୍ୟ କୁହାଯାଏ।
ବିଶେଷ କଥା ହେଉଛି ଏହି ଦେଶର ଲୋକମାନଙ୍କୁ ଖେଳ ଦେଖିବା ସହିତ ଖେଳିବା ବହୁତ ପସନ୍ଦ । ଯେତେବେଳେ ବିମାନଗୁଡ଼ିକ ଏହାର ରନୱେରେ ଆସନ୍ତି ନାହିଁ, ସେହି ସମୟ ମଧ୍ୟରେ ସ୍ଥାନୀୟ ଲୋକମାନେ ନିଜ ପସନ୍ଦର ଖେଳ ଖେଳିବାକୁ ଏୟାରପୋର୍ଟକୁ ଆସନ୍ତି । ଏହା ଛଡା ଅନ୍ୟ ସମୟରେ ଏଠାରେ ଗାଡି ଯିବା ଆସିବା କରେ ।