ଦେଶ ବିଦେଶ

ଆପଣ ଭଷାଣୀ ଏବଂ ବରଯାତ୍ରୀରେ nagin dance ଦେଖିଥିବେ ନିଶ୍ଚୟ, କିନ୍ତୁ ଏବେ ଦେଖନ୍ତୁ ଅସଲି ନାଗିନ ଡ୍ୟାନ୍ସ

ଅଧିକାଂଶ ସମୟରେ ଏମିତି ହୋଇଥାଏ ଯେ ଆମକୁ କେହି ନକଲି ନୋଟକୁ ଧରାଇ ଚାଲିଯାଆନ୍ତି ଏବଂ ଆମେ ତାକୁ ଚିହ୍ନିପାରନ୍ତିନାହିଁ। ଏମିତିରେ ଯଦି ଆପଣ ଏହି ଆପକୁ ମୋବାଇଲରେ ରଖିବେ ତେବେ ବଡ ସହଜରେ ହିଁ ଆପଣ ଟଙ୍କାକୁ ବିନା କୌଣସି ସମସ୍ୟାରେ ଜାଣିପାରବେ। ସବୁଠାରୁ ଖାସ୍‌ କଥା ହେଉଛି ଏହି ମନି ଆପକୁ ଆପଣ ଅଫଲାଇନ ମଧ୍ୟ ଚଲାଇପାରିବେ।

ଆପଣ କୌଣସି ବିବାହ ବରଯାତ୍ରୀ କିମ୍ବା ଭଷାଣୀ ଯାତ୍ରାରେ ଲୋକମାନଙ୍କୁ ନାଗିନ ଡ୍ୟାନ୍ସ କରୁଥିବା ନିଶ୍ଚୟ ଦେଖିଥିବେ। ନାଗିନର ଧୂନ ଶୁଣିଲେ ନା ନାଚିବା ଲୋକ ବି ଡ୍ୟାନ୍ସ କରିବେ। କାହିଁକିନା ସେ ଧୂନ ହିଁ କିଛି ସେପରି। କିନ୍ତୁ କଣ ଆପଣ କେବେ ଅସଲି ନାଗିନ୍‌ ଡ୍ୟାନ୍ସ ଦେଖିଛନ୍ତି। ଯଦି ଦେଖିନାହାନ୍ତି ଆଜି ଆମେ ଆପଣଙ୍କ ପାଇଁ ଏକ ଭିଡିଓ ନେଇ ଆସିଛୁ, ଯେଉଁଥିରେ ଆପଣ ଅସଲି ନାଗିନ୍‌ ଡ୍ୟାନ୍ସ ଦେଖିପାରିବେ। ସୋସିଆଲ ମିଡିଆରେ ନାଗଙ୍କର ଏହି ଡ୍ୟାନ୍ସ ଦେଖିବା ପରେ ଲୋକମାନେ ଆଶ୍ଚଯ୍ୟର୍ ହୋଇଯାଇଛନ୍ତି।

video courtesy : Vasudha Varma (@VarmaVasudha)

ଟ୍ଵିଟର ଆକାଉଣ୍ଟରେ ସେୟାର କରାଯାଇଥଚିବା ଏହି ୩୬ ସେକେଣ୍ଡର ଭିଡିଓକୁ ବସୁଧା ବର୍ମା ନାକ ଜଣେ ୟୁଜର ସେୟାର କରିଛନ୍ତି। ଯାହାପରେ ୯ ହଜାର ଲୋକ ଦେଖିସାରିଲେଣି। ଭିଡିଓରେ ଲୋକମାନେ ଦୁଇଟି ନେଟ୍‌ ସ୍ନେକଙ୍କର ଡ୍ୟାନ୍ସକୁ ଖୁବ୍‌ ପସନ୍ଦ କରୁଛନ୍ତି। ଏହି ଭିଡିଓକୁ ଦେଖିବା ପରେ ଆଇଏଫଏସ ଅଧିକାରୀ କହିଛନ୍ତି ଯେ ଏମାନେ କୋବ୍ରା ନୁହଁନ୍ତି ବରଂ ରାଟ୍‌ ସ୍ନେକ। ଟ୍ଵିଟରରେ ଲୋକମାନେ ଏହି ଭିଡିଓକୁ ଦେଖି ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଉଛନ୍ତି।

ସେହିପରି ଏକ ରିପୋର୍ଟ ଅନୁଯାୟୀ ଦୁଇ ସାପ ଯେତେବେଳେ ପରଷ୍ପର ମଧ୍ୟରେ ଗୋଡାଇ ହୁଅନ୍ତି ଏହାର ଅର୍ଥ ଏୟା ନୁହେଁ ଯେ ସେମାନେ ସମ୍ଭୋଗ କରୁଛନ୍ତି। ଏହି ରାଟ ସ୍ନେକ ପ୍ରାୟ ସମୟରେ ଏମିତି ଗୋଡାଇ ହୁଅନ୍ତି କାରଣ ଏମାନେ ଏପରି କରି ଡ୍ୟାନ୍ସ କରନ୍ତି ଏବଂ ଜଣେ ଜଣଙ୍କୁ ବଶ କରିବାକୁ ଚେଷ୍ଟା କରନ୍ତି। ଏହି ଡ୍ୟାନ୍ସ ସେମାନେ ନିଜର ପ୍ରଭୁତ୍ୱ ପ୍ରମାଣିତ କରିବାକୁ କରନ୍ତି।

Pritiparna

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଲୋକଙ୍କ ପାଇଁ କିପରି କଟିବ ଦିନ

ମେଷ: ପାରିବାରିକ ପ୍ରତିଷ୍ଠା ବଢ଼ିବ । ବ୍ୟବସାୟିକ ଯୋଜନା ଫଳପ୍ରଦ ହେବ। ସାମାଜିକ ପ୍ରତିଷ୍ଠା ବଢ଼ିବ । ଜୀବନରେ କିଛି…

8 hours ago

ହିଟ୍ ୱେଭ ଆକ୍ସନ ପ୍ଲାନ, ମେଡିକାଲ ପ୍ରସ୍ତୁତି ନେଇ ସ୍ବାସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ବର(କେନ୍ୟୁଜ୍‌): ସାରା ରାଜ୍ୟରେ ହିଟ୍ ୱେଭ ଜାରି ରହିଛି। ଅନେକ ସ୍ଥାନରେ ଅଂଶୁଘାତଜନିତ ମୃତ୍ୟୁ ଅଭିଯୋଗ ଆସୁଛି। ଏହାକୁ ଦୃଷ୍ଟିରେ…

10 hours ago

ମାଷ୍ଟରକ୍ୟାଣ୍ଟିନ ଯାଇ ବହି କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର(କେନ୍ୟୁଜ୍‌): ବହି କିଣିଲେ ମୁଖ୍ୟମନ୍ତ୍ରୀ । ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ ଯାଇ ବହି କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଡର୍ଣ୍ଣ…

11 hours ago

ପୋଲିସ ଉପରେ ଆକ୍ରମଣ ; ୩୮ ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ମୟୂରଭଞ୍ଜ (କେନ୍ୟୁଜ୍‌): ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ବେଲପାଳ ଗାଁରେ ପୋଲିସ ଉପରେ ଆକ୍ରମଣ ଘଟଣାରେ ୩୮ ଜଣ ଗିରଫ…

11 hours ago

ବିସ୍ଫୋରଣ ଦେଇଗଲା ଦୁଃଖ, ପରିବାର ଚଳିବ କେମିତି ?

ଭାବ ଭକ୍ତିରେ ବନ୍ଧା ହେ ମହାବାହୁ …ତୁମ ଚନ୍ଦନ ଯାତ୍ରାରେ ଏଭଳି ଅଘଟଣ ଘଟିବ …ସେ ପୁଣି ତୁମେ ପ୍ରଭୁ…

11 hours ago

ଲୁହା ପାଇପ ଚୋରା ଚାଲାଣ ମାମଲାରେ ଟୁଙ୍ଗୁରୁ ଭୋଳ ସମେତ ୧୧ ଗିରଫ

ଭୁବନେଶ୍ୱର(କେନ୍ୟୁଜ୍‌): ପୁଣି ଚର୍ଚ୍ଚାକୁ ଆସିଲେ ଅଟୋ ଚାଳକ ଟୁଙ୍ଗୁରୁ ଭୋଳ । ପୂର୍ବରୁ ପରକୀୟା ପ୍ରୀତି ଅଭିଯୋଗରେ ଚର୍ଚ୍ଚାରେ ରହିଥିବା…

13 hours ago