ଅଣ୍ଡରୱାର୍ଲଡ ଡନ୍‌ ଛୋଟା ରାଜନକୁ କରୋନା, ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସରେ ଭର୍ତ୍ତି

କେନ୍ୟୁଜ୍(ବ୍ୟୁରୋ):  ଅଣ୍ଡରୱାର୍ଲଡ ଡନ୍‌ ଛୋଟା ରାଜନକୁ କରୋନା । ଗତ ୨୫ ତାରିଖରେ ତାଙ୍କୁ ଦିଲ୍ଲୀ ଏମସକୁ ସ୍ଥାନାନ୍ତର କରାଯାଇଛି । ଏ ନେଇ ଏମସ୍‌ ପକ୍ଷରୁ ବିଦ୍ଧିବଦ୍ଧ ଭାବେ କୁହାଯାଇଛି । କିଛି ଦିନ ତଳେ ଛୋଟା ରାଜନଙ୍କୁ ଥଣ୍ଡା କାଶ ହୋଇଥିଲା ।

ଏହାପରେ ତାର କରୋନା ଟେଷ୍ଟ ହୋଇଥିଲା । ୨୦୧୫ ମସହାରେ ଇଣ୍ଡୋନେସିିଆ ବାଲିରୁ ଗିରଫ କରାଯାଇଥିଲା । ଏହାପରେ ସେ ଦିଲ୍ଲୀ ତିହାର ଜେଲରେ ସଜା କାଟୁଛନ୍ତି । ବିିଭିନ୍ନ ଅପରାଧିକ ମାମଲାରେ ଛୋଟା ରାଜନ ଆଜୀବନ କରାଦଣ୍ଡାଦେଶ ହୋଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.