ଦୀର୍ଘ ସମୟ ପରେ ଅନ୍ତିମ ସଂସ୍କାର ପାଇଁ ଗଲା ଉନ୍ନାଓ ପୀଡ଼ିତାଙ୍କ ଶବ

ଉତ୍ତରପ୍ରଦେଶ : ଦୀର୍ଘ ସମୟ ପରେ ଅନ୍ତିମ ସଂସ୍କାର ପାଇଁ ଗଲା ଉନ୍ନାଓ ପୀଡ଼ିତାଙ୍କ ଶବ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନଆସିବା ଯାଏ ଶବ ଉଠିବ ନାହିଁ ବୋଲି ଅଡ଼ି ବସିଥିଲେ ପୀଡ଼ିତାଙ୍କ ପରିବାର । ହେଲେ ପ୍ରଶାସନର ବୁଝାସୁଝା ପରେ ରାଜି ହୋଇଛନ୍ତି ପରିବାର ଲୋକେ । ଗତକଲି ଉନ୍ନାଓ ଗଣଦୁଷ୍କର୍ମ ପୀଡ଼ିତାଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଥିଲେ ଯୋଗୀ ଆଦିତ୍ୟନାଥ । ହେଲେ ପୀଡ଼ିତାଙ୍କ ବାପା କହିଥିଲେ, ଅର୍ଥ ନୁହେଁ, ନ୍ୟାୟ ଦରକାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.