ଉତ୍ତରପ୍ରେଦଶ ଗୋରଖପୁରରେ ପୋଲିସ ଫ୍ଲାଗ୍‌ ମାର୍ଚ, ଏସ୍‌ପି କାହିଲେ ଲୋକଙ୍କ ମଧ୍ୟରେ ସୁରକ୍ଷାର ବାର୍ତ୍ତା ପହଞ୍ଚାଇବାକୁ କରାଯାଇଛି ଏହି ମାର୍ଚ

କେନ୍ୟୁଜ୍(ବ୍ୟୁରୋ):ଉତ୍ତରପ୍ରେଦଶ ଗୋରଖପୁରରେ ପୋଲିସ ଫ୍ଲାଗ୍‌ ମାର୍ଚ । ଏସ୍‌ପି ସୁନୀଲ ଗୁପ୍ତା କହିଛନ୍ତି, ଲୋକଙ୍କ ମଧ୍ୟରେ ସୁରକ୍ଷାର ବାର୍ତ୍ତା ପହଞ୍ଚାଇବାକୁ ଏହି ମାର୍ଚ କରାଯାଇଛି । ଗତ ଶୁକ୍ରବାର ପ୍ରାର୍ଥନା ସମୟରେ ବିଶୃଙ୍ଖଳାକାରୀ ପଥରମାଡ଼ କରିଥିଲେ । ଆମେ ଆସନ୍ତାକାଲି ପାଇଁ ପ୍ରସ୍ତୁତ ବୋଲି କହିଛନ୍ତି ସୁନୀଲ ଗୁପ୍ତା । ସେପଟେ ଆଗ୍ରାରେ ମୋବାଇଲ୍‌ ଇଣ୍ଟରନେଟ୍‌ ସେବା ଏବଂ ବ୍ରଡ୍‌ବାଣ୍ଡ ସେବାକୁ ଆସନ୍ତାକାଲି ସଂଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.