ଦେଶ ବିଦେଶ

ପ୍ରଥମେ ବାଇକ ନେଇ ଗଳିରେ ପଶିଲା ମାଙ୍କଡ଼, ଆଉ ତାପରେ ଛୋଟ ଝିଅଟିକୁ ଘୋଷାଡ଼ି ଘୋଷାଡ଼ି ନେଇ.. ଦେଖନ୍ତୁ ଆଶ୍ଚର୍ଯ୍ୟକର ଭିଡିଓ

ସୋସିଆଲ ମିଡିଆରେ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ଭାଇରାଲ ହେଉଛି । ଏହି ଭିଡିଓରେ ଏକ ମାଙ୍କଡ଼ ବାଇକ୍ ଚଳାଇ ଗଳି ଭିତରେ ପଶିବା ସହିତ ଏକ ଛୋଟ ଝିଅକୁ ଘୋଷାଡ଼ି ଘୋଷାଡ଼ି ନେବାକୁ ଚେଷ୍ଟା କରୁଛି। ତେବେ ଲୋକମାନେ ଏହି ଘଟଣାକୁ ‘ଅପହରଣ ଉଦ୍ୟମ’ ବୋଲି କହିଛନ୍ତି । ପ୍ରଥମେ ଝିଅଟି ଘର ବାହାରେ ବସିଥିଲା ଏବଂ ସେହି ସମୟରେ ଏକ ମାଙ୍କଡ଼ ଏକ ବାଇକ୍ ଚଳାଇ ଆସି ଝିଅଟିକୁ ଟାଣି ନେଇଯିବା ପାଇଁ ଚେଷ୍ଟା କରୁଛି।

ଭିଡିଓରେ ଦେଖିବାକୁ ମିଳିଛି ଯେ ମାଙ୍କଡ଼ ବାଇକ୍ ଚଳାଇ ରାସ୍ତାରେ ଆସି ହଠାତ ବାହାରେ ବସିଥିବା ଝିଅଟିକୁ କୋଳରେ ଧରି ନେବାକୁ ଚେଷ୍ଟା କରୁଛି । ତେବେ ଲୋକମାନେ ଏହା ଦେଖି ରାସ୍ତା ଉପରକୁ ଆସିବା ପରେ ମାଙ୍କଡଟି ଭୟଭୀତ ହୋଇ ସେଠାରୁ ପଳେଇ ଗଲା ।

ତେବେ ଏହି ଭିଡିଓକୁ ଆମେରିକାର ପୂର୍ବତନ ବାସ୍କେଟବଲ ଖେଳାଳି ରେକ୍ସ ଚାପମ୍ୟାନ ସେୟାର କରିଛନ୍ତି । ଏହି ଭିଡିଓକୁ ଏପର୍ଯ୍ୟନ୍ତ 4.5 ମିଲିୟନରୁ ଅଧିକ ଲୋକ ଦେଖି ସାରିଲେଣି, ଏବଂ ଲୋକମାନେ ଟ୍ୱିଟରରେ ନିଜ ନିଜର ପ୍ରତିକ୍ରିୟା ମଧ୍ୟ ରଖୁଛନ୍ତି।

KNews Bureau

Recent Posts

ଭିଜିଲାନ୍ସ ହାତରେ ଆରଆଇ, ଲାଞ୍ଚ ନେବା ଅଭିଯୋଗରେ ଗିରଫ

ସମ୍ବଲପୁର: ପୂର୍ବରୁ ଧରାପଡିଥିଲେ, ପୁଣି ଧରା ହେଲେ । ଲାଞ୍ଚ ନେବା ଅଭିଯୋଗରେ ନାକଟିଦେଉଳ ବ୍ଲକ ଡଇଁଚା ପଞ୍ଚାୟତର ଆରଆଇ…

26 seconds ago

ରିଲିୟାନ୍ସ ଜିଓ ସେବା ଡାଉନ, ସୋସିଆଲ ମିଡିଆରେ ଅସନ୍ତୋଷ ପ୍ରକାଶ କଲେ ୟୁଜର୍ସ

ସମଗ୍ର ଦେଶରେ ଲୋକମାନେ ଦାବି କରୁଛନ୍ତି ଯେ ସେମାନଙ୍କର ଜିଓ ସେବା କାମ କରୁନାହିଁ । ସେମାନେ କହୁଛନ୍ତି ଯେ,…

28 mins ago

ଘାଇଲା କରୁଛି ପାଗଳ ବିଲୁଆ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…

60 mins ago

ସର୍ବଭାରତୀୟ କବାଡି ପ୍ରତିଯୋଗୀତା ଉଦଯାପିତ, ମହିଳାରେ କିଟ ଏବଂ ପୁରୁଷରେ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ଦଳ ଚାମ୍ପିଅନ୍

ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…

1 hour ago

ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ, ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ  । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା  । ଅସହ୍ୟ…

1 hour ago

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

1 hour ago