ଦୃଦୟ ଭାଙ୍ଗିଥିବା ପ୍ରେମିକ ଭଳି ଦେଖାଯାଉଛି ଏହି ମାଙ୍କଡ଼, ଖୁବ୍‌ ଭାଇରାଲ ହେଉଛି ଫଟୋ ଆଉ ଭିଡିଓ

ଚୀନର ଟିୟାଞ୍ଜିନ୍‌ ଜୁରେ ରହୁଥିବା ଏକ ମାଙ୍କଡ଼କୁ ଦେଖିଲେ ଆପଣ ଆଶ୍ଚଯ୍ୟର୍ ହୋଇଯିବେ। କାରଣ, ୧୯ ବର୍ଷର ଏହି ମାଙ୍କଡ଼ର ମୁହଁ ଉଦାସ ପ୍ରେମିକ ଭଳି ଦେଖାଯାଉଛି। ଏବେ ତା’ର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।

ଖୁବ୍‌ ରାଗି ଏହି ମାଙ୍କଡ଼

ଜୁ ଅଧିକାରୀଙ୍କ କହିବା ହେଲା, ମାଙ୍କଡ଼ଟି ଖୁବ୍‌ ରାଗି। ଏହାର ନାଁ ‘ମାର୍ଗାରିଟା ଆଇଲ୍ୟାଣ୍ଡ କାପୁଚିନ୍‌’। ଏଠାକୁ ଆସୁଥିବା ଟୁରିଷ୍ଟମାନଙ୍କୁ ଦେଖି ମାଙ୍କଡ଼ ବହୁତ ଆଗ୍ରେସିଭ୍‌ ହୋଇଯାଏ। ଲୋକେ କୁହନ୍ତି, ମାର୍ଗାରିଟାକୁ ଖୁବ୍‌ ରାଗ ଆସିଥାଏ। ତାକୁ ମାଟି ଏବଂ ନଡ଼ିଆରେ ଖେଳିବାକୁ ବହୁତ ଭଲ ଲାଗେ।

ଏହାସହ ପଢ଼ନ୍ତୁ: ମୁହଁ ଚାଟିଦେଲା କୁକୁର, ୪ ଦିନ ଭିତରେ ହୋଇଗଲା ମାଲିକର ମୃତ୍ୟୁ

ମରିଗଲେ ଦୁଇଟି ପାର୍ଟନର

ମାର୍ଗାରିଟାର ଦୁଇଟି ପାର୍ଟନର ସାଥୀରେ ରହୁଥିଲେ। କିନ୍ତୁ ଦୁଇଜଣଙ୍କ ମୃତ୍ୟୁ ହୋଇଗଲା। ଏହାପରଠୁ ଏହା ଅନ୍ୟ ପ୍ରଜାତିର ମାଙ୍କଡ଼ ସହ ଖେଳିବାକୁ ଲାଗୁଛି। ଏବେ ଜୁ କତ୍ତୃପକ୍ଷ ଏହି ପ୍ରଜାତିର ୩ଟି ମାଙ୍କଡ଼କୁ ନେଇକି ଆସିଛନ୍ତି। କିନ୍ତୁ ସେଗୁଡ଼ିକ ବହୁତ ଛୋଟ ଥିବାରୁ ମାର୍ଗାରିଟା ପାଖକୁ ଛଡ଼ାଯାଉନାହିଁ।

ଚେହେରା ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି ଲୋକେ

ଜୁ ବୁଲିବାକୁ ଆସୁଥିବା ଟୁରିଷ୍ଟମାନେ ମାଙ୍କଡ଼ର ଚେହେରା ଦେଖି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। କାରଣ, ଏହା ଉଦାସ ଦେଖାଯାଉଛି। ଫଟୋ ଦେଖି ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି, ‘ଏହି ମାଙ୍କଡ଼ ଚିଡ଼ିଆଘରର ଭଲ କିପର ହୋଇପାରିବ’।

Roshni

Recent Posts

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

2 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

2 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

7 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

8 hours ago

ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ, ବିଭିନ୍ନ ସମସ୍ୟା ପଚାରି ବୁଝିଲେ

ଉମରକୋଟ: ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ । ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଡାଙ୍ଗରୀଗୁଡାକୁ…

9 hours ago

କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଆଇଏସଟିଇ ଜୀବନବ୍ୟାପୀ ସାଧନା ପୁରସ୍କାର

ଭୁବନେଶ୍ୱର : କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଆଇଏସଟିଇ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯାଇଛି।…

10 hours ago