ଅଜୟ ଦେବଗନଙ୍କ ଷ୍ଟାଇଲ୍ରେ ନଜର ଆସିଲେ ଦୀପିକା ପାଦୁକୋନ୍, ଲୁକ୍ ଦେଖିଲେ ଲାଗୁଛି ପୂରା ‘ଲେଡି ସିଙ୍ଗମ୍’
ଲୋକପ୍ରିୟ, ସୁନ୍ଦର ଏବଂ ଟ୍ୟାଲେଣ୍ଟଡ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଖୁବ୍ ଶୀଘ୍ର ସିନେ ପରଦାରେ ଏକ ବଡ ଧମାକା କରିବାକୁ ଯାଉଛନ୍ତି । ତେବେ ପୂର୍ବରୁ ମଧ୍ୟ ଏହି ଅଭିନେତ୍ରୀ ପ୍ରଶଂସକଙ୍କୁ ନିଜର ଅଭିନୟ ଝଲକ୍ ଦେଖାଇ ସାରିଛନ୍ତି । ବର୍ତ୍ତମାନ ସେ ପୁଣି ଥରେ ନିଜ ପ୍ରଶଂସକଙ୍କ ମନ ଜିତିବା ପାଇଁ ଆସିବାକୁ ଯାଉଛନ୍ତି । ଏହି ଅଭିନେତ୍ରୀ ରୋହିତ ଶେଟ୍ଟୀଙ୍କ ଫିଲ୍ମ ‘ସିଙ୍ଗମ୍ ଏଗେନ’ ପାଇଁ ନିଜକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ…
Read More...