ହାତୀ ଘଉଡ଼େଇବା ବେଳେ ଫରେଷ୍ଟ ଗାର୍ଡଙ୍କ ହାତରେ ଫାଟିଗଲା ବୋମା
ହାତୀ ଘଉଡ଼େଇବା ବେଳେ ଫରେଷ୍ଟ ଗାର୍ଡଙ୍କ ହାତରେ ଫାଟିଗଲା ବୋମା । ହାତି ଘଉଡାଇବା ବେଳେ ହାତରେ ବୋମା ଫୁଟି ଜଣେ ଗୁରୁତର । ଗୁରୁତ ଜଣଙ୍କ ଏଲିଫ୍ୟାଣ୍ଟର କର୍ମଚାରି ବୋଲି ଜଣାପଡିଛି । ଗତ ରାତିରେ ଏହି ଦନ୍ତା ହାତୀଟି ଢେ଼ଙ୍କାନାଳ ଜିଲ୍ଲା ଗନ୍ଦିଆ ବନଖଣ୍ଡରୁ ଆସି ଭୁବନ ଅଞ୍ଚଳର ଜଣେ ଚାଷିଙ୍କ ଗେଟ୍ ଭାଙ୍ଗି ଫସଲ ଦଳି ଚକଟି ନଷ୍ଟ କରିଥିଲା ।
ଖବର ପାଇ ବନ ବିଭାଗ ଏଲିଫ୍ୟାଣ୍ଟ ସ୍ୱାଡ ଘଟଣା ସ୍ଥଳରେ ପହଞ୍ଚି ବୋମା…
Read More...