ଆଜି ରାଜ୍ୟରେ ସର୍ବାଧିକ ୪୩୩୦ କରୋନା ଆକ୍ରାନ୍ତ ଚିହ୍ନଟ, ୬୪୪ ଖୋର୍ଦ୍ଧାରୁ ଚିହ୍ନଟ

କେନ୍ୟୁଜ୍(ବ୍ୟୁରୋ):  ଆଜି ରାଜ୍ୟରେ ସର୍ବାଧିକ ୪୩୩୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ସର୍ବାଧିକ ୬୪୪ ଖୋର୍ଦ୍ଧାରୁ ଚିହ୍ନଟ ହୋଇଥିବା ସୂଚନା ଦେଇଛି ସ୍ବାସ୍ଥ୍ୟ ଓ  ପରିବାର କଲ୍ୟାଣ ବିଭାଗ। ଆଜିର ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ଅନୁଗୁଳର ୧୭୬,ବାଲେଶ୍ବରର ୧୨୧, ବରଗଡର ୯୯, ଭଦ୍ରକର ୭୪, ବଲାଙ୍ଗିରର ୭୯, ବୌଦ୍ଧର ୪୭,କଟକର ୫୪୯, ଦେବଗଡର ୧୨,ଢେଙ୍କାନାଳର ୬୭,ଗଜପତିର ୧୬, ଗଞ୍ଜାମର ୫୧, ଜଗତସିଂହପୁରର ୧୬୭, ଯାଜପୁରର ୧୫୮,ଝାସସୁଗୁଡାର ୧୫୩,କଳାହାଣ୍ଡିର ୧୦୦, କନ୍ଧମାଳର ୧୭୮, କେନ୍ଦ୍ରାପଡାର ୧୦୭,କେନ୍ଦୁଝରର ୧୧୮,ଖୋର୍ଦ୍ଧାର ୬୪୪,କୋରାପୁଟର ୯୪, ମାଲକାନଗିରିର ୬୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ  ହୋଇଛନ୍ତି।

ସେହିଭଳି ମୟୂରଭଞ୍ଜର ୧୫୨, ନବରଙ୍ଗପୁରର ୧୩୩, ନୟାଗଡର ୫୩, ନୂଆପଡାର ୬୨, ପୁରୀର ୨୯୨,ରାୟଗଡାର ୮୫,ସମ୍ବଲପୁରର ୧୦୭,ସୋନପୁରର ୨୫,ସୁନ୍ଦରଗଡର ୧୨୩, ଷ୍ଟେଟପୁଲ ୨୨୫ ଜଣ  କରୋନା ଆକ୍ରାନ୍ତ ଚିହ୍ନଟ  ହୋଇଥିବାର ସ୍ବାସ୍ଥ୍ୟ ବିଭାଗ ଟ୍ବିଟ କରି ସୂଚନା ଦେଇଛି। ଏହି ଆକ୍ରାନ୍ତ ମାନଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୭୯,୮୮୦ରେ ପହଞ୍ଚିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.