ବୃଦ୍ଧଙ୍କ ସନ୍ଦେହଜନକ ମୃତ୍ୟୁ, ନଦୀକୂଳରୁ ମୃତଦେହ ଉଦ୍ଧାର

ବୃଦ୍ଧଙ୍କ ସନ୍ଦେହଜନକ ମୃତ୍ୟୁ । ଭଦ୍ରକ ତିହିଡି ଥାନା ବୋଡ଼କ ପଂଚାୟତ ଓରାଳୀ ଗାଁ ନିକଟ ନଦୀକୂଳରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ଚାନ୍ଦମଣି ଜେନା । ସେ ଗତ ଦୁଇଦିନ ହେଲା ନିଖୋଜ ଥିଲେ । ଆଜି ତାଙ୍କ ମୃତଦେହ ମିଳିଛି ।

ବୃଦ୍ଧଙ୍କ ସନ୍ଦେହଜନକ ମୃତ୍ୟୁ । ଭଦ୍ରକ ତିହିଡି ଥାନା ବୋଡ଼କ ପଂଚାୟତ ଓରାଳୀ ଗାଁ ନିକଟ ନଦୀକୂଳରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ଚାନ୍ଦମଣି ଜେନା । ସେ ଗତ ଦୁଇଦିନ ହେଲା ନିଖୋଜ ଥିଲେ । ଆଜି ତାଙ୍କ ମୃତଦେହ ମିଳିଛି ।

ବୃଦ୍ଧଙ୍କୁ କୁମ୍ଭୀର ଟାଣି ନେଇଥାପରେ ବୋଲି ସନ୍ଦେହ କରି ପରିବାର ଲୋକ ତିହିଡି ଥାନାରେ ଅଭିଯୋଗ କରିଥିଲେ। ଦମକଳବାହିନୀ ଖୋଜାଖୋଜି କରିବା ପରେ ଇଶ୍ବରପୁର ନଦୀଘାଟରୁ ମୃତଦେହ ଉଦ୍ଧାର ହୋଇଛି। ବୃଦ୍ଧଙ୍କ ବେକର ଏକ ସିଳପୁଆ ବନ୍ଧା ହୋଇଥିବା ଦେଖିବାକୁ ମିଳିଛି । ଏହା ହତ୍ୟା ନା ଆତ୍ମହତ୍ୟା ସେନେଇ ତଦନ୍ତ କରୁଛି ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.