ଲକ୍ଷ୍ମୀ ସ୍ୱରୁପ ହୋଇଥାନ୍ତି ଏହି ୬ ନାମର ଝିଅ, ଶ୍ୱଶୁର ଘର ଗଲେ ଧନ ରତ୍ନରେ ପୁରିଯାଏ ଘର

ଜ୍ୟୋତିଷ ଶାସ୍ତ୍ରରେ କିଛି ଅକ୍ଷରକୁ ବହୁତ ଶୁଭ ମନାଯାଇଥାଏ । କୁହାଯାଏ ଯେଉଁ ଲୋକଙ୍କ ନାମ ଏହି ଅକ୍ଷରରେ ଆରମ୍ଭ ହୋଇଥାଏ, ସେମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି । ଆଜି ଆମେ କହିବୁ ଏମିତି ୬ ଅକ୍ଷର ସମ୍ପର୍କରେ ଯାହାଙ୍କ ନାମ ଏହି ଅକ୍ଷରରେ ଆରମ୍ଭ ହୋଇଥିଲେ ଏମାନଙ୍କୁ ଲକ୍ଷ୍ମୀ ସ୍ୱରୁପା ମନାଯାଇଥାଏ । ଏମାନଙ୍କ ଶୁଭ ପାଦ ଯାହାଙ୍କ ଘରେ ପଡ଼ିଥାଏ ସେଠାରେ ଧନ ରତ୍ନ ପୁରିଯାଇଥାଏ । ଏମାନଙ୍କ ଜୀବନରେ ସୁଖ ସୁବିଧା କେବେ କମି ନଥାଏ । ଆସନ୍ତୁ ଜାଣିବା କେଉଁମାନେ ଏହି ନାମର ଝିଅ ।

A  ଅକ୍ଷର ନାମର ଝିଅ : ଯେଉଁ ଝିଅମାନଙ୍କ ନାମ A ଅକ୍ଷରରୁ ଆରମ୍ଭ ହୋଇଥାଏ, ଏମାନଙ୍କ ଭାଗ୍ୟ ବହୁତ ତେଜ ହୋଇଥାଏ । ନିଜର ସ୍ୱଭାବ ପାଇଁ ଏମାନେ କାହାର ବି ହୃଦୟ ଜିତି ପାରନ୍ତି । କ୍ୟାରିଅରରେ ଉଚ୍ଚ ପଦବୀରେ ଏମାନେ ପହଞ୍ଚନ୍ତି ।

C  ଅକ୍ଷର ନାମର ଝିଅ : ଯେଉଁ ଝିଅଙ୍କ ନାମ C ଅକ୍ଷରରେ ଆରମ୍ଭ ହୋଇଥାଏ ଏମାନଙ୍କ ଭିତରେ ଭଲ ଲିଡର ହେବାର କ୍ଷମତା ଥାଏ । ଯେଉଁ କାମକୁ ଥରେ କରିବାକୁ ଚିନ୍ତା କରନ୍ତି ତାକୁ ନସାରି ବିଶ୍ରାମ ନିଅନ୍ତି ନାହିଁ । ଏମାନଙ୍କ ଜୀବନରେ କୌଣସି ଜିନିଷର କମ ହୋଇନଥାଏ । ଏମାନେ ନିଜ ପାଇଁ ଭାଗ୍ୟଶାଳୀ ହେବା ସହ ନିଜ ସହ ଜଡିତ ଅନ୍ୟ ଲୋକଙ୍କ ପାଇଁ ମଧ୍ୟ ଭାଗ୍ୟଶାଳୀ ହୋଇଥାନ୍ତି ।

L  ଅକ୍ଷର ନାମର ଝିଅ : ଯେଉଁ ଝିଅଙ୍କ ନାମ L ଅକ୍ଷରରେ ଆରମ୍ଭ ହୋଇଥାଏ । ସେମାନେ କାହାକୁ ବି ଅଳ୍ପ ସମୟରେ ନିଜର ଦିବାନା ବନାଇ ଦେଇଥାନ୍ତି । ଏମାନଙ୍କ ଭିତରେ ଅଦ୍ଭୁତ ପ୍ରକାର ଆକର୍ଷଣ ରହିଥାଏ । ଏମାନେ ଅନ୍ୟକୁ ସାହାଯ୍ୟ କରିବାରେ ସର୍ବଦା ପ୍ରସ୍ତୁତ ଥାଆନ୍ତି । ଏମାନଙ୍କ ଉପରେ ସର୍ବଦା ମା’ ଲକ୍ଷ୍ମୀଙ୍କ ଆଶିର୍ବାଦ ରହିଥାଏ । ଯେଉଁଥିପାଇଁ ଏମାନଙ୍କ ଉପରେ କେବେ ଆର୍ଥିକ ସଂକଟ ଆସେ ନାହିଁ ।

N  ଅକ୍ଷର ନାମର ଝିଅ : ଯେଉଁ ଝିଅଙ୍କ ନାମ N ଅକ୍ଷରରେ ଆରମ୍ଭ ହୋଇଥାଏ, ତେବେ ଏମାନଙ୍କୁ ଭାଗ୍ୟବତୀ ମନାଯାଇଥାଏ । ଏମାନେ ଯେଉଁ କାମକୁ କରିବାକୁ ଥରେ ଚିନ୍ତା କରିଥାନ୍ତି ପୁରା କରି କି ହିଁ ବିଶ୍ରାମ ନିଅନ୍ତି । ଏମାନଙ୍କ ଆର୍ଥିକ ସ୍ଥିତି ଭଲ ହୋଇଥାଏ । ଏମାନଙ୍କ ଉପରେ ମା’ ଲକ୍ଷ୍ମୀଙ୍କ ବିଶେଷ କୃପା ରହିଥାଏ ।

T  ଅକ୍ଷର ନାମର ଝିଅ : ଯେଉଁ ଝିଅଙ୍କ ନାମ T  ଅକ୍ଷରରେ ଆରମ୍ଭ ହୋଇଥାଏ, ଏମାନେ ଇମାନଦାର, ଭାଗ୍ୟଶାଳୀ ଓ ପରିଶ୍ରମୀ ହୋଇଥାନ୍ତି । ଏମାନେ ଶ୍ୱଶୁର ଘର ପାଇଁ ଲକି ମନାଯାଇଥାନ୍ତି । ପତିଙ୍କ ପାଇଁ ଏ ସାକ୍ଷାତ ମା’ ଲକ୍ଷ୍ମୀ ସଦୃଶ ହୋଇଥାନ୍ତି । ଏମାନଙ୍କ ଲାଇଫରେ ଧନ ସମ୍ପଦର କେବେ କମ ହୋଇନଥାଏ ।

Leave A Reply

Your email address will not be published.