ନେପାଳରେ ପ୍ଲେନ୍‌ କ୍ରାସ୍‌ରେ ମୃତ୍ୟୁବରଣ କରିଥିବା ୪ ଓଡ଼ିଆଙ୍କ ହେଲା ଶେଷକୃତ୍ୟ

କେନ୍ୟୁଜ୍(ବ୍ୟୁରୋ): ନେପାଳରେ ପ୍ଲେନ୍‌ କ୍ରାସ୍‌ରେ ମୃତ୍ୟୁବରଣ କରିଥିବା ୪ ଓଡ଼ିଆଙ୍କ ହୋଇଛି ଶେଷକୃତ୍ୟ । ଅଶୋକ ତ୍ରିପାଠୀ, ତାଙ୍କ ପତ୍ନୀ ବୈଭବୀ ତ୍ରିପାଠୀ, ପୁଅ ଓ ଝିଅଙ୍କ ମରଶରୀରକୁ ଅଶୋକଙ୍କ ଭାଇଙ୍କୁ ହସ୍ତାନ୍ତର କରାଯାଇଥିଲା ।

କାଠମାଣ୍ଡୁରେ ୪ ଜଣଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଏନେଇ ସୂଚନା ଦେଇଛନ୍ତି ଅଶୋକଙ୍କ ସମ୍ପର୍କୀୟ ଭାଇ କାନନ ତ୍ରିପାଠୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.