ଗଣ୍ଡଗୋଳ ଆଶଙ୍କାରେ ପାରାଦୀପ ଏସାର ଷ୍ଟିଲ ସାମ୍ନାରେ ୧୪୪ଧାରା ଜାରି

ପାରାଦୀପ: ସମ୍ଭାବ୍ୟ ଗଣ୍ଡଗୋଳ ଆଶଙ୍କାରେ ପ୍ରଶାସନ ପକ୍ଷରୁ ପାରାଦୀପ ଏସାର ଷ୍ଟିଲ ସାମ୍ନାରେ ୧୪୪ଧାରା ଜାରି କରାଯାଇଛି। ଗୋଟିଏ ଶ୍ରମିକ ସଙ୍ଗଠନକୁ କମ୍ପାନୀ କର୍ତ୍ତୁପକ୍ଷ ସ୍ୱୀକୃତି ପ୍ରଦାନ କରିଥିଲେ ତେବେ ଅନ୍ୟ ଏକ ଶ୍ରମିକ ସଙ୍ଗଠନର ଆନ୍ଦୋଳନ ଡାକରା ଯୋଗୁଁ ବିବାଦ ଦେଖାଦେଇଥିଲା। ଏଣୁ ସୁରକ୍ଷାକୁ ନଜରରେ ରଖି ୨ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି।

Leave A Reply

Your email address will not be published.