୫ଟି ରାଜ୍ୟରେ ସ୍ଥିତି ମଜଭୁତ କରିବା ପାଇଁ ଏଆଇସିସିର ସ୍କ୍ରିନିଂ କମିଟି ଘୋଷଣା କଲେ ରାହୁଲ୍

rahul gandhi

ଭୁବନେଶ୍ବର : ରାଜ୍ୟରେ କଂଗ୍ରେସ ପ୍ରାର୍ଥୀ ଚୟନ ପାଇଁ ଏଆଇସିସି ସ୍କ୍ରିନିଂ କମିଟି ଘୋଷଣା କରିଛି। ଓଡ଼ିଶା ସ୍କ୍ରିନିଂ କମିଟିର ଅଧ୍ୟକ୍ଷ ରହିବେ ଭି.ଡି. ଶଥୀସନ। ଏ କମିଟିର ଅନ୍ୟ ଦୁଇ ସଦସ୍ୟ ହେଲେ ଜିତନ ପ୍ରସାଦ ଓ ନୌସାଦ ସୋଲାଙ୍କି। ଓଡ଼ିଶା ସମେତ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ ଓ ମିଜୋରାମ ପାଇଁ ସ୍କ୍ରିନିଂ କମିଟି ଘୋଷଣା ହୋଇଛି। ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ ଓ ମିଜୋରାମରେ ଚଳିତ ବର୍ଷ ଶେଷରେ ନିର୍ବାଚନ ରହିଛି। ଓଡ଼ିଶାରେ ଆସନ୍ତା ବର୍ଷ ରହିଛି ନିର୍ବାଚନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.