ୟୁପି: ମୁହାଁମୁହିଁ ଧକ୍କା ପରେ ଦୁଇ ଟ୍ରକ୍ରେ ଲାଗିଲା ଭୟଙ୍କର ନିଆଁ, ଜିଅନ୍ତା ଜଳିଗଲେ ୨ ଡ୍ରାଇଭର
ଉତ୍ତର ପ୍ରଦେଶର ମହୋବା ଜିଲ୍ଲାରେ ଗତ ବିଳମ୍ବିତ ରାତିରେ ଦୁଇ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଏହି ଧକ୍କା ଯୋଗୁ ଉଭୟ ଟ୍ରକ୍ରେ ନିଆଁ ଲାଗିଯାଇଥିଲା । ନିଆଁ ଏତେ ଭୟଙ୍କର ଥିଲା ଯେ ଟ୍ରକ୍ରେ ଥିବା ଦୁଇ ଜଣ ଡ୍ରାଇଭର ଜିଅନ୍ତା ଜଳିଯାଇଥିଲେ । ଏହି ଦୁର୍ଘଟଣା ଦେଖି ଘଟଣାସ୍ଥଳରେ ଉପସ୍ଥିତ ଲୋକେ ମଧ୍ୟ ଭୟଭୀତ ହୋଇପଡ଼ିଥିଲେ ।
ପୋଲିସ ମୃତଦେହ ଦ୍ୱୟକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ମୃତକଙ୍କ ପରିବାର…
Read More...