କାହିଁକି ଆଜି ପର୍ଯ୍ୟନ୍ତ କେହି କୈଳାସ ପର୍ବତ ଶିଖରକୁ ଚଢି ପାରିନାହାଁନ୍ତି? ଜାଣନ୍ତୁ ଏହା ପଛର ରହସ୍ୟ
ଧାର୍ମିକ ବିଶ୍ୱାସ ଅନୁଯାୟୀ ଭଗବାନ ଶିବ ମାତା ପାର୍ବତୀ ତାଙ୍କର ସମସ୍ତ ଗଣଙ୍କ ସହ କୈଳାସ ପର୍ବତରେ ରୁହନ୍ତି । ଅନେକ ଥର ରାକ୍ଷସ ଏବଂ ଅସୁରମାନେ କୈଳାସ ପର୍ବତରେ ଚଢି ଏହାକୁ କାବୁ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ସେମାନେ ଏଥିରେ କଦାପି ସଫଳ ହୋଇନଥିଲେ । କେବଳ ହିନ୍ଦୁ ଧର୍ମ ନୁହେଁ ଜୈନ ଅନୁଗାମୀମାନେ ବିଶ୍ୱାସ କରନ୍ତି ଯେ ସେମାନଙ୍କର ପ୍ରଥମ ତୀର୍ଥକର ଋଷଭନାଥଙ୍କୁ କୈଳାସ ପର୍ବତରେ ହିଁ ତତ୍ତ୍ୱ ଜ୍ଞାନ ମିଳିଥିଲା ।…
Read More...