ରାଜୁ ପାଲ୍ ହତ୍ୟାକାଣ୍ଡରେ ଅତିକ୍ ଗ୍ୟାଙ୍ଗର ସାତ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ; ୬ ଜଣଙ୍କୁ ଆଜୀବନ, ଜଣଙ୍କୁ ୪ ବର୍ଷ ଜେଲ୍
ବିଏସ୍ପି ବିଧାୟକ ରାଜୁ ପାଲ ହତ୍ୟାକାଣ୍ଡରେ ଲକ୍ଷ୍ନୌର ସିବିଆଇ କୋର୍ଟ ସମସ୍ତ ୭ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । କୋର୍ଟ ୬ ଅଭିଯୁକ୍ତଙ୍କୁ ଆଜୀବନ ଏବଂ ଜଣଙ୍କୁ ୪ ବର୍ଷର ଦଣ୍ଡାଦେଶ ଦେଇଛନ୍ତି । ପୋଲିସ ହେପାଜତରେ ହତ୍ୟାର ଶିକାର ହୋଇଥିବା ଅତିକ୍ ଅହମ୍ମଦ ଓ ଅଶରଫ୍ ମଧ୍ୟ ରାଜୁ ପାଲ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିଲେ ।
ବର୍ତ୍ତମାନ ଜୀବିତ ଥିବା ସମସ୍ତ ୭ ଅଭିଯୁକ୍ତ ଆବିଦ, ଫରହାନ, ଜାଭେଦ, ଅବଦୁଲ କଭି, ଗୁଲ…
Read More...