‘ଡାଇବେଟିସ୍ ସତ୍ତ୍ୱେ ତିହାରରେ ପ୍ରତିଦିନ ମିଠା ଖାଉଛନ୍ତି କେଜ୍ରିଓ୍ଵାଲ, ଏହା ଜାମିନ୍ ପାଇବାର ଉପାୟ’: ED
ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତିହାର ଜେଲରେ ଅଛନ୍ତି । ଏହାରି ଭିତରେ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟରେ କେଜ୍ରିୱାଲଙ୍କ ଆବେଦନ ଉପରେ ଶୁଣାଣି ବେଳେ ଇଡି ଦାବି କରିଛି ଯେ କେଜ୍ରିଓ୍ଵାଲ ଜାଣିଶୁଣି ମିଠା ଖାଉଛନ୍ତି । ମେଡିକାଲ ଆଧାରରେ ଜାମିନ ପାଇବା ପାଇଁ ସେ ଜାଣିଶୁଣି ଏପରି କରୁଛନ୍ତି । ଯାହାଫଳରେ ତାଙ୍କର ସୁଗାର ଲେବଲ୍ ବଢ଼ିବ ଏବଂ ମେଡିକାଲ ଆଧାରରେ ତାଙ୍କୁ ଜାମିନ ମିଳିବ ।…
Read More...